ଏରୋସ ସିନେମା , ମୁମ୍ବାଇ

ଏରୋସ ସିନେମା , ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଏକ ପ୍ରାଚୀନ ସିନେମା ଘର । ଏହାର ସ୍ୱତତ୍ର ଶୈଳୀର ନିର୍ମାଣ ଯୋଗୁଁ ଏହା ଏକ ଦର୍ଶନୀୟ ଗୃହ ବୋଲି କୁହା ଯାଏ । ଏହାର ବସିବା ସ୍ଥାନଶୋ ସମୟରେ 1204 ।[୧]

ଏରୋସ ସିନେମା 

ଏହି ସୁନ୍ଦର ସିନେମା ଗୃହର ନକଷା ସ୍ଥପତି ଶୋରାବଜୀଭେଦ୍ୱାର କରିଥିଲେ । ଏହି ନିର୍ମାଣଦ୍ୱାରା ମୁମ୍ବାଇର ସମୁଦ୍ର ଥିବା ଜାଗାର ପୁନର୍ବ୍ୟବହାର କରିବା ପ୍ରକଳ୍ପର ଆରମ୍ଭ 1938 ମସିହାରେ ହେଇଥିଲା । [୨]

1935 ମସିହାରେ ଏରୋସ ସିନେମା ଘରର ଭିତ୍ତି ପ୍ରସ୍ତର ସ୍ଥାପନ ହେଇଥିଲା। [୨]ସିନେମା ଗୃହ 1938ରେ ଆରମ୍ଭ ହେଲା ପରେ ଏହା ଚତୁର୍ପାର୍ଶ୍ୱରେ ଦୋକାନ ସମୂହ ଓ ବ୍ୟବସାୟିକ ସ୍ଥଳ ସବୁ ପରବର୍ତ୍ତୀ 2 ବର୍ଷରେ ହେଇଥିଲା । ଏହି ଗୃହ ନିର୍ମାଣରେ ଆଂଶିକ ଭାବରେ ଆଗ୍ରାର ବାଲି ପଥର ରବ୍ୟବହାର ହେଇଥିଲା । ଏହାର ବାରଣ୍ଡା ଓ ସୋପାନ ଧଳା ମାର୍ବଳରେ ନିର୍ମିତ । ଭାରତୀୟ ମୁରାଳ କଳା କୃତି ସବୁ କାନ୍ଥରେ ରହିଛି । 

ଆଧାର  ସମ୍ପାଦନା

  1. "Security tops India Inc.'s concerns after attacks". The Hindu. 3 December 2008. Retrieved 12 April 2011. {{cite news}}: More than one of |accessdate= and |access-date= specified (help)
  2. ୨.୦ ୨.୧ Rahul Mehrotra, Sharada Dwivedi (1995). Bombay: the cities within. India Book House. p. 335. ISBN 81-85028-80-X.