ଏଇ ଜନମର ସାଥିଟିଏ

୨୦୧୫ର ଓଡ଼ିଆ କଥାଚିତ୍ର

ଏଇ ଜନମର ସାଥିଟିଏ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ସାହୁ ଏବଂ ଅଶୋକ ସାହୁ । ତ୍ରୀମୂର୍ତ୍ତୀ ଫିଲ୍ମସ୍‌ ବ୍ୟାନରର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଜିତେନ୍ଦ୍ର ସାହୁ ଏବଂ ସଂଳାପ ଲେଖିଥିଲେ ଭାବବିନୋଦ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜିତେନ୍ଦ୍ର ସାହୁ । ଗ‌ଗନ ବିହାରୀ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏଇ ଜନମର ସାଥିଟିଏ
ନିର୍ଦ୍ଦେଶକଜିତେନ୍ଦ୍ର ସାହୁ
ପ୍ରଯୋଜକପଙ୍କଜ ସାହୁ
ଅଶୋକ ସାହୁ
ସଂଳାପଭାବବିନୋଦ
ଚିତ୍ରନାଟ୍ୟଜିତେନ୍ଦ୍ର ସାହୁ
କାହାଣୀଜିତେନ୍ଦ୍ର ସାହୁ
କଳାକାରଦୀପନ ଦାସ
ମିହିର ଦାସ
ରବି ମିଶ୍ର
ସଙ୍ଗୀତଗ‌ଗନ ବିହାରୀ
ମୁକ୍ତିଲାଭ ତାରିଖ
୨୫ ଅପ୍ରେଲ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ ଦାସ । ମିହିର ଦାସ, ରବି ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗ‌ଗନ ବିହାରୀ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଏଇ ଜନମର ସାଥିଟିଏ" 
2."ଗୁଦୁଲୁ ଗୁଦୁଲୁ ଗୁମ୍ମା" 
3."ଝୁଟା ହୈ ୟେ ବନ୍ଧନ" 
4."ଏକା ତୁ ନୁହେଁ ଏକା ମୁଁ ନୁହେଁ" 
5."କରଲେ ତୁ ପ୍ୟାର କରଲେ" 
6."ଦୁନିଆ ବୁଝେନା" 
7."ତ‌ତେ ମୁଁ ଦେଇ ସାରିଚି ଦିଲ୍" 

ଆଧାର ସମ୍ପାଦନା

  1. ୧.୦ ୧.୧ "Aei Janamara Sathi Tie". Odia Movie Database. Archived from the original on 19 July 2017. Retrieved 16 August 2017.
  2. Guru, Himanshu (2017-09-14). "Producer and shooting star". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Archived from the original on 2021-11-08. Retrieved 2021-11-08.

ବାହାର ଆଧାର ସମ୍ପାଦନା