ଉମିଆମ ହ୍ରଦ

ମେଘାଳୟର ଏକ ହ୍ରଦ

ଉମିଆମ ହ୍ରଦ  ( ସ୍ଥାନୀୟ ଭାବେ ବରପାଣି ହ୍ରଦ ନାମରେ ପରିଚିତ  ) ଭାରତୀୟ ରାଜ୍ୟ ମେଘାଳୟରେ ଶିଲଂର 15 କିଲୋମିଟର ଉତ୍ତର ଅଞ୍ଚଳର ପର୍ବତରେ  ରେ ରହିଥିବା ଏକ ଜଳାଶୟ । ଏହାକୁ ଉମିଆମ ନଦୀରେ 1960 ମସିହା ପରେ ବନ୍ଧ ନିର୍ମାଣଦ୍ୱାରା ସୃଷ୍ଟି କରାଯାଇଥିଲା । ଏହାର ଜଳ ଗ୍ରହଣ ଅଞ୍ଚଳ ଅଞ୍ଚଳ 220 ବର୍ଗକିଲୋମିଟର । 

Umiam Lake
ଅବସ୍ଥାନMeghalaya
ଦିଗବାରେଣି25°39′12″N 91°53′03″E / 25.6532°N 91.8843°E / 25.6532; 91.8843
TypeReservoir
ଅବବାହିକା220 sq Km
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
ଜନବସତିShillong

ଇତିହାସ  ସମ୍ପାଦନା

1960 ମସିହାରେ ଆସାମ ରାଜ୍ୟ ବିଦ୍ୟୁତ ବୋର୍ଡଦ୍ୱାରା ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଉମିଆମ ବନ୍ଧ ନିର୍ମାଣ କରାଯାଇଥିଲା ।ଉମିଆମ ପ୍ରକଳ୍ପର ପ୍ରଥମ ସ୍ତରରେ 9 ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ହାଉସ ନିର୍ମିତ ହୋଇଛି । ଏହା କାର୍ଯ୍ୟକାରୀ ହେଲା । ଉତ୍ତର ଭାରତରେ ଏହା ପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ ଥିଲା । ଏହା ପରେ 3ଟି ଭିଣା ଜଳବିଦ୍ୟୁତ ପ୍ରକଳ୍ପ ତଳ ମୁଣ୍ଡରେ କାର୍ଯ୍ୟକାରୀ ହେଲାଣି । 1965 ମସିହାରେ  iam Project were subsequently built downstream.

ପର୍ଯ୍ୟଟକ ଆକର୍ଷଣ  ସମ୍ପାଦନା

ମେଘାଳୟ ରାଜ୍ୟର ଏହା ଏକ ମୁଖ୍ୟ ପର୍ଯ୍ୟଟକ ଆକର୍ଷଣ ବେଇପାରିଛି । ଏଠାରେ ବିଭିନ୍ନ ପ୍ରକାର ଜଳକ୍ରୀଡା ପାଇଁ ସୁବିଧା ରହିଛି । ଜଳ ଉପରେ କୟାକ ଚାଳନା , ବୋଟିଙ୍ଗ ଓ ସ୍କୁଟର ଚାଳନା କରିବାର ସୁଯୋଗ ରହିଛି । 

Sunset at Umiam Lake

ପ୍ରକୃତି  ସମ୍ପାଦନା

ଜଳ ବିଦ୍ୟୁତ ସହ ଏହି ହ୍ରଦଦ୍ୱାରା ତଳ ଅଞ୍ଚଳରେ ଜଳସେଚନ , ମାଛ ଚାଷ , ପାନୀଯ ଜଳ ଯୋଗାଣ ଆଦି ସମ୍ଭବ ହେଇଥାଏ । ଏହା ଛଡା ଏହା ଯାଇବାମଣ୍ଡଳର ସମତୁଳତା ରକ୍ଷ୍ୟା କରିବାରେ ବହୁଳ ପରିମାଣରେ ସହାୟତା ହେଇଥାଏ । 

View of Umiam Lake

ବିପତ୍ତି ସମ୍ପାଦନା

ଜନସଂଖ୍ୟା ବୃଦ୍ଧି ସହ ଉପର ଅଞ୍ଚଳରେ ଶିଲଂ ସହରର ବର୍ଜ୍ୟ ଜଳ ଏଠାରେ ପଡୁଥିବାରୁ ଏହାର ଜଳ ବହୁ ପରିମାଣରେ ଦୂଷିତ ହେଇଯାଉଛି । ତାହା ବ୍ଯତୀତ ଆକଳନ ଅନୁସାର ଏହି ହ୍ରଦକୁ ବାର୍ଷିକ 40,000 ଘାନା ମିଟର ପଟୁ ମାଟି ଜଳ ସହିତ ଆସୁଥିବାରୁ ହ୍ରଦର ଜଳଧାରଣ କ୍ଷ୍ୟମତ ହ୍ରାସ ପାଉଛି । 

ଗ୍ୟାଲେରି  ସମ୍ପାଦନା

 
Lakeside boats, Umiam Lake

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା