ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଓଡ଼ିଶା/ଓଡ଼ିଶାର ବିଦ୍ୟାଳୟ

ପ୍ରକଳ୍ପର ଲକ୍ଷ ସମ୍ପାଦନା

ଉଇକିପ୍ରକଳ୍ପ ଓଡ଼ିଶାର ବିଦ୍ୟାଳୟ ଓଡ଼ିଶାର ବିଦ୍ୟାଳୟମାନଙ୍କର ତାଲିକାରେ ଥିବା ଦରକାରୀ ପ୍ରସଙ୍ଗର ଲିଖନ ଓ ପରିଚାଳନା ପାଇଁ ଆରମ୍ଭ କରାଯାଇଛି, ଓଡ଼ିଶାର ବିଦ୍ୟାଳୟ ମାନଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ ଥିବା ବ୍ୟବହାରକାରୀଗଣ ଏଥିରେ ଭାଗ ନେଇ ପାରିବେ ।

ଆପଣ କିପରି ଏଥିରେ ଭାଗନେବେ ସମ୍ପାଦନା

  • ଓଡ଼ିଆରେ ଏହି ପ୍ରକଳ୍ପରେ ଭାଗ ନେବା ପାଇଁ ଇଚ୍ଛୁକ ସମ୍ପାଦକଗଣ ତଳେ ଥିବା ଇଚ୍ଛୁକ ବ୍ୟବହାରକାରୀ ବିଭାଗକୁ ଯାଇ ନିଜ ନାମ ଲେଖାନ୍ତୁ ।
  • ତାଲିକା ମଧ୍ୟରୁ ନିଜ ପସନ୍ଦର ଏକ ପ୍ରସଙ୍ଗ ବାଛି ତାହାକୁ ଉନ୍ନତ କରନ୍ତୁ/ ନୂଆ ପ୍ରସଙ୍ଗଟିଏ (ନାଲି ରଙ୍ଗରେ ଚିହ୍ନିତ) ଗଢ଼ନ୍ତୁ ।

ଇଚ୍ଛୁକ ବ୍ୟବହାରକାରୀ ସମ୍ପାଦନା

  1. ପ୍ରକୃତ ନାମ (ଆଲୋଚନା)

ପ୍ରକ୍ରିୟା ସମ୍ପାଦନା

  • ତଳେ ଦିଆଯାଇଥିବା ତାଲିକାରେ ଥିବା ପ୍ରସଙ୍ଗସମୂହ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରନ୍ତୁ ।
  • ପ୍ରତିଟି ପ୍ରସଙ୍ଗ ଇଂରାଜୀରୁ ପୁରାପୁରି ଅନୁବାଦ ନକରି ପାରିଲେ ବି ତାହାର ମୁଖ୍ୟ ଭାଗ ଅନୁବାଦ କରନ୍ତୁ ।
  • ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ଛାତ୍ର, ଡାକ୍ତର ଆଦି ଏହି ପ୍ରକଳ୍ପରେ ଭାଗ ନେଇ ପାରିବେ ।
  • ଯଦି ଆଗରୁ ଚିକିତ୍ସା ବିଜ୍ଞାନ ଉପରେ ଆଗରୁ କିଛି ପ୍ରସଙ୍ଗ ରହିଛି ତେବେ ତାହାକୁ ଉନ୍ନତ ଓ ବିସ୍ତାର କରନ୍ତୁ ।
  • ସୁଲିଖିତ, ନିର୍ବାଚିତ ପ୍ରସଙ୍ଗସମୂହକୁ ପି.ଡି.ଏଫ. ଭାବରେ ପ୍ରକାଶିତ କରାଯିବ ।

ଆପଣଙ୍କ ପାଇଁ କାମ ସମ୍ପାଦନା

  1. ଓଡ଼ିଆରେ ନାଲି ଲିଙ୍କ ଥିବା ଏକ ପ୍ରସଙ୍ଗକୁ ଯାଇ ତାହାକୁ "ତିଆରି" କରନ୍ତୁ ବା ଆଗରୁ ଥିବା ନୀଳ ଲିଙ୍କ ଥିବା ଏକ ପ୍ରସଙ୍ଗର ଲେଖାକୁ ଉନ୍ନତ କରନ୍ତୁ ।
  2. ସୂଚନା ଘର (info box) ଯୋଡ଼ନ୍ତୁ ।
  3. ଛବି ଯୋଡ଼ନ୍ତୁ।
  4. ଶ୍ରେଣୀ ଯୋଡ଼ନ୍ତୁ ।
  5. ପ୍ରସଙ୍ଗଟିକୁ ଉଇକିପିଡ଼ିଆ ଯୋଗ୍ୟ ପ୍ରସଙ୍ଗରେ ପରିଣତ କରନ୍ତୁ (ଉଇକିପିଡ଼ିଆର ପ୍ରସଙ୍ଗ ଲିଖନ ନିୟମ ଅନୁସାରେ ଅଛି କି ନାହିଁ ପରଖି ଲେଖାକୁ ସୁଧାରନ୍ତୁ) ।
  6. ଆଧାର ଯୋଡ଼ନ୍ତୁ ।
  7. ଉପବିଭାଗ ମାନଙ୍କୁ ବଢ଼ାନ୍ତୁ ।

ତାଲିକା ସମ୍ପାଦନା

ଖୋର୍ଦ୍ଧା ଜିଲ୍ଲା ସମ୍ପାଦନା

କ୍ର:ନ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗ ନୂଆ ପ୍ରସଙ୍ଗ ତିଆରି ସୂଚନା ଘର (info box) ଯୋଗ ଛବି ଯୋଗ ଶ୍ରେଣୀ ଯୋଗ ପ୍ରସଙ୍ଗର ଲିଖନ ଶୈଳୀରେ ସୁଧାର ଆଧାର ଯୋଗ ଭିତରର ଉପବିଭାଗ ଯୋଗ
କ୍ୟାପିଟାଲ ହାଇସ୍କୁଲ ପ୍ରକୃତ ନାମ ବ୍ୟବହାରକାରୀ ୨ ବ୍ୟବହାରକାରୀ ୩ ବ୍ୟବହାରକାରୀ ୪ ବ୍ୟବହାରକାରୀ ୫ ବ୍ୟବହାରକାରୀ ୬ ବ୍ୟବହାରକାରୀ ୭

କଟକ ଜିଲ୍ଲା ସମ୍ପାଦନା

କ୍ର:ନ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗ ନୂଆ ପ୍ରସଙ୍ଗ ତିଆରି ସୂଚନା ଘର (info box) ଯୋଗ ଛବି ଯୋଗ ଶ୍ରେଣୀ ଯୋଗ ପ୍ରସଙ୍ଗର ଲିଖନ ଶୈଳୀରେ ସୁଧାର ଆଧାର ଯୋଗ ଭିତରର ଉପବିଭାଗ ଯୋଗ
ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ, କଟକ କମଳାକାନ୍ତ ନାୟକ ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୦୯:୦୩, ୧୮ ମେ ୨୦୧୨ (UTC) ବ୍ୟବହାରକାରୀ ୩ ବ୍ୟବହାରକାରୀ ୪ ବ୍ୟବହାରକାରୀ ୫ ବ୍ୟବହାରକାରୀ ୬ ବ୍ୟବହାରକାରୀ ୭
ଓଡିଶା ପୋଲିସ ହାଇସ୍କୁଲ କମଳାକାନ୍ତ ନାୟକ ବ୍ୟବହାରକାରୀ ୨ ବ୍ୟବହାରକାରୀ ୩ ବ୍ୟବହାରକାରୀ ୪ ବ୍ୟବହାରକାରୀ ୫ ବ୍ୟବହାରକାରୀ ୬ ବ୍ୟବହାରକାରୀ ୭