ଉଇକିପିଡ଼ିଆ:ମେଳଣ/ଦିଲ୍ଲୀ/ଦିଲ୍ଲୀ୨

28°32′55″N 77°12′22″E / 28.548508°N 77.206011°E / 28.548508; 77.206011

ଉପକ୍ରମ ସମ୍ପାଦନା

ଏହି ଉଇକିପିଡ଼ିଆ ମେଳଣଟି ଦିଲ୍ଲୀ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ ଦିଲ୍ଲୀ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue ସମ୍ପାଦନା

ତାରିଖ/Date: : ରବିବାର/Sunday, ୨୦୧୨-ଜୁଲାଇ ୮ ସକାଳ ୧୦.୩୦/2012-July 08 10:30 IST

ସ୍ଥାନ:
ଉପର ମହଲା, ଜି -୧୫
ହଜ ଖାସ ଜି-ବ୍ଲକ ମାର୍କେଟ (ହଜ ଖାସ ମେନ ମାର୍କେଟ ନୁହେଁ)
ନୂଆ ଦିଲ୍ଲୀ - ୧୧୦ ୦୧୬
ନିକଟତମ ମେଟ୍ରୋ ଷ୍ଟେସନ: ହଜ ଖାସ, ମେ ଫେଆର ଗାର୍ଡେନ୍‌ସ ଏକ୍‌ଜିଟରୁ ବାହାରି ହଜ ଖାସ ଜି ବ୍ଲକ ମାର୍କେଟ ଆଡ଼କୁ ଆସିଲା ବେଳେ ଏହା ପଡିବ

Venue:
Top Floor, G-15
Behind Hauz Khas G-Block Market (NOT Main Hauz Khas Market)
New Delhi - 110 016
Landmark: Behind Hauz Khas G-Block Market, opposite of "Southy" restaurant. Just off Aurobindo Marg; Walkable distance from Hauz Kauz Metro station (Take Mayfair gardens Exit)

କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନା

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ଦିଲ୍ଲୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda) ସମ୍ପାଦନା

ଓଡ଼ିଆରେ ସମ୍ପାଦନା

  • ଓଡ଼ିଆ ଉଇକିପିଡ଼ିଆ ବାବଦରେ ସମ୍ୟକ ସୂଚନା
  • ଏହାର ଅଧୁନାତନ ସ୍ଥିତି
  • ଓଡ଼ିଆ ଉଇକିପିଡ଼ିଆରେ ଆପଣ କିପରି ଲେଖିପାରିବେ

ଆୟୋଜନ କରୁଛନ୍ତି (Organizers) ସମ୍ପାଦନା

  1. User:Psubhashish

ପ୍ରେସ ବିଜ୍ଞପ୍ତି ସମ୍ପାଦନା

ସବିଶେଷ ଏଠାରେ ପଢ଼ନ୍ତୁ

ପାଳନ ଆଗର ଖବର ସମ୍ପାଦନା

ଭାଗନେଉଛନ୍ତି (Participants) ସମ୍ପାଦନା

ଯଦି ଆପଣଙ୍କର ଉଇଜର ନାମଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାମ ନଥିଲେ" # ଆପଣଙ୍କ ନାମ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାମ ଲେଖାଇଥିଲେ (Signed up) ସମ୍ପାଦନା

  1. ସୁଭାସିସ ପାଣିଗାହି

ଏଥିରେ ଭାଗନେଇଥିଲେ (Attendees) ସମ୍ପାଦନା


ଶୁଭେଚ୍ଛା (Best wishes) ସମ୍ପାଦନା

ବିବରଣୀ ସମ୍ପାଦନା

ଖବରରେ (In News) ସମ୍ପାଦନା

ଫେସବୁକ (Facebook) ସମ୍ପାଦନା

  • ଏହି କର୍ମଶାଳା ବାବଦରେ ଅଧିକ ସୂଚନା ଫେସବୁକରେ ପାଇପାରିବେ ।

ଟୁଇଟର (Twitter) ସମ୍ପାଦନା

 
ଯୋଗଦାନକାରୀ ଉଇକିଆଳିଗଣ

ଫଟୋ (Photos) ସମ୍ପାଦନା

ଫଟୋସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Delhi Odia Workshop 2012July08