ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୫/ଫେବୃଆରୀ

ଫେବୃଆରୀ ମାସ ୨୩ ତାରିଖ ଦିନ ଏହି ମାସର ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଆଲୋଚନା ବିଷୟ

ସମ୍ପାଦନା
  • ଉଇକିସୋର୍ସ କନ୍‌ଫରେନ୍ସ ବାବଦରେ ଭାଗ ନେଇଥିବା ଉଇକିଆଳିଙ୍କ ଅଭିଜ୍ଞତା
  • ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା
  • ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ବାବଦରେ ଆଲୋଚନା
  • ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା
  • ସାଧୁବାଦ

ଯୋଗଦେଇଥିବା ଉଇକିଆଳି

ସମ୍ପାଦନା
  • ସଂଗ୍ରାମ କେଶରୀ ସେନାପତି
  • ଚିନ୍ମୟୀ ମିଶ୍ର
  • ଅଲିଭା ସାହୁ
  • ଜ୍ଞାନରଞ୍ଜନ ସାହୁ

ଆଲୋଚିତ ପ୍ରସଙ୍ଗ

ସମ୍ପାଦନା

ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍‌ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଉଇକିସୋର୍ସ କନ୍‌ଫରେନ୍ସ ବାବଦରେ ଭାଗ ନେଇଥିବା ଉଇକିଆଳିଙ୍କ ଆଲୋଚନା

ସମ୍ପାଦନା
ଉଇକିସୋର୍ସ କନ୍‌ଫରେନ୍ସରେ ଓଡ଼ିଆ ଉଇକିଆଳି ସଂଗ୍ରାମ କେଶରୀ ସେନାପତି ଯୋଗ ଦେଇଥିଲେ । ତାଙ୍କର ସେଠାକାର ଅଭିଜ୍ଞତା ବାବଦରେ ଆଲୋଚନା କଲେ ।

ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା

ସମ୍ପାଦନା
ପ୍ରୋଜେକ୍ଟ ପରିଚୟ ୨.୦ ଉପରେ କୌଣସି ପ୍ରତ୍ୟୁତ୍ତର ଆସିନାହିଁ, ତେଣୁ ଆଉଥରେ ଗ୍ରାଣ୍ଟ ଆଡ଼ମିନ୍‌ଙ୍କୁ ରିମାଇଣ୍ଡ୍ ମେଲ୍ ପଠେଇବାକୁ ପ୍ରସ୍ତାବ ଦିଆଗଲା ।

ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ବାବଦରେ ଆଲୋଚନା

ସମ୍ପାଦନା
  • ଫେବୃଆରୀ ୧ ରୁ ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ଆରମ୍ଭ କରାଯାଇଛି । ଏ ଗଣ-ସମ୍ପାଦନାରେ ସଭିଙ୍କୁ ଭାଗ ନେବାକୁ ପ୍ରସ୍ତାବ ଦିଆଗଲା ।

ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା

ସମ୍ପାଦନା
  • ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନାର ୨ୟ ସଂସ୍କରଣ ଆରମ୍ଭ କରିବା ବାବଦରେ ଆଲୋଚନା କରାଗଲା ।

ସାଧୁବାଦ

ସମ୍ପାଦନା
ଅଲିଭା ସାହୁଙ୍କ ବ୍ଲଗ୍ ଉଇକିମିଡ଼ିଆ ଫାଉଣ୍ଡେସନ୍ ତରଫରୁ ହାଇଲାଇଟ୍ ତଥା ହୋଇଥିବାରୁ ସୁଧାବାଦ ଜ୍ଞାପନ କରାଗଲା ।

ଆଗାମୀ ମାସର କର୍ଯ୍ୟକ୍ରମ

ସମ୍ପାଦନା
ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା ପାଇଁ ପ୍ରସ୍ତୁତି ।

ଅନ୍ୟାନ୍ୟ ଆଲୋଚନା

ସମ୍ପାଦନା