ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୫/ଜାନୁଆରୀ

ଜାନୁଆରୀ ମାସ ୨୬ ତାରିଖ ଦିନ ଏହି ମାସର ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଆଲୋଚନା ବିଷୟ

ସମ୍ପାଦନା
  • ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା

ଯୋଗଦେଇଥିବା ଉଇକିଆଳି

ସମ୍ପାଦନା
  • ସଂଗ୍ରାମ କେଶରୀ ସେନାପତି
  • ଚିନ୍ମୟୀ ମିଶ୍ର
  • ଅଲିଭା ସାହୁ
  • ଜ୍ଞାନରଞ୍ଜନ ସାହୁ

ଆଲୋଚିତ ପ୍ରସଙ୍ଗ

ସମ୍ପାଦନା

ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍‌ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ପ୍ରୋଜେକ୍ଟ ପରିଚୟ ୨.୦ ବାବଦରେ ଆଲୋଚନା

ସମ୍ପାଦନା
ପୂର୍ବରୁ ଚିନ୍ମୟୀ ଓ ଜ୍ଞାନଙ୍କ ଦ୍ୱାରା କରାଯାଇଥିବା ପ୍ରୋଜେକ୍ଟ ପରିଚୟର ଆଗାମୀ ସଂସ୍କରଣ ପାଇଁ ଉଇକିମିଡ଼ିଆ ଫାଉଣ୍ଡେସନ୍‌ରୁ କିଛି ଗ୍ରାଣ୍ଟ ପାଇଁ ଆବେଦନ କରାଯାଇଛି । ଏ ବାବଦରେ ଫାଉଣ୍ଡେସନ୍ ତରଫରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରଗୁଡ଼ିକ ବାବଦରେ ଆଲୋଚନା କରାଯାଇଥିଲା ।

ପୂର୍ବ ମାସରେ କରାଯାଇଥିବା କାମ

ସମ୍ପାଦନା
ମେଟାରେ ପୃଷ୍ଠା ତିଆରି କରିବା
ଚିନ୍ମୟୀ କିଛି ପୃଷ୍ଠଗୁଡ଼ିକ ମେଟାରେ ତିଆରି କରିଛନ୍ତି ।

ଆଗାମୀ ମାସର କର୍ଯ୍ୟକ୍ରମ

ସମ୍ପାଦନା
#100Wikidays challenge for Indic Wikimedians ପାଇଁ ପ୍ରସ୍ତୁତି ।
ଫେବୃଆରୀ ଓ ମାର୍ଚ୍ଚରେ ଉଇକି ଲଭ୍‌ସ୍ ଫେମିନିଜମ୍ ଆଣ୍ଡ ଫୋକ୍‌ଲର୍ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଅନ୍ୟାନ୍ୟ ଆଲୋଚନା

ସମ୍ପାଦନା