ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୧୮/ଆଲୋଚନା

ହୋମ୍ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫



ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି

କୌଣସି ଦ୍ୱନ୍ଦ ହେଲେ ଏଠାରେ ଆଲୋଚନା କରିପାରିବେ ସମ୍ପାଦନା

ସମ୍ପାଦନା ଶ୍ରେଣୀଟିକୁ ଲୁଚାଇକରି ବୋଧେ ମୂଳ ପୃଷ୍ଠାରେ ଗଣନାଙ୍କଟି ଆପେ ଆପେ ବଢ଼ୁ ନାହିଁ । ମୁଁ ନିଜେ ଯାଇକି ଗୋଟିଏ ଫାଙ୍କା ସମ୍ପାଦନା କରିକି ପବ୍ଲିଶ କରିଦେଲେ ନୂତନ ଶ୍ରେଣୀରେ ଥିବା ପୃଷ୍ଠାର ନୂତନ ଗଣନା ଦେଖାଉଛି । ଭବିଷ୍ୟତ ଗଣ ସମ୍ପାଦନାରେ ଏହାର ଧ୍ୟାନ ରଖିଲେ ଭଲ ହେବ । -ସୌମେନ୍ଦ୍ର (ମୋ ଆଲୋଚନା) ୧୮:୧୯, ୨୩ ନଭେମ୍ବର ୨୦୧୮ (IST)[reply]

@Soumendrak: ଭାଇ, ସେ କିଛି ସମୟ ପରେ ବଢ଼ୁଥିଲା । ଅବଶ୍ୟ ମୁଁ ମଧ୍ୟ ସେଇଟା ଦେଖିଥିଲି, ମୋତେ ଜଣାନଥିଲା କ'ଣ ପାଇଁ ଏମିତି ହେଉଥିଲା, ମାତ୍ର ପରବର୍ତ୍ତୀ ସମୟରେ ବଢ଼ିଥିଲା ।--ଗପୁ (ମୋ ଆଲୋଚନା) ୧୮:୧୭, ୧ ଡିସେମ୍ବର ୨୦୧୮ (IST)[reply]

ପୂର୍ବବର୍ଷମାନଙ୍କ ଭଳି ଏହି ବର୍ଷ ମଧ୍ୟ ଏସିଆ ମାସ ଗଣ-ସମ୍ପାଦନା ଓଡ଼ିଆ ଉଇକିପିଡ଼ିଆରେ ଶେଷ ହୋଇଛି । ନଭେମ୍ବର ୧ ତାରିଖରୁ ୩୦ ତାରିଖ ମଧ୍ୟରେ ଚାଲିଥିବା ଏହି ଗଣ-ସମ୍ପାଦନାରେ ମାତ୍ର ଦୁଇଜଣ ବ୍ୟବହାରକାରୀ @Ssgapu22:@Soumendrak: ଏହି ଗଣ-ସମ୍ପାଦନାରେ ସମୁଦାୟ ୩୪ଟି ପ୍ରସଙ୍ଗ ଲେଖିଥିଲେ ।