ଇମ୍ରାନ ହାସମୀ
ହିନ୍ଦୀ ଫିଲ୍ମ ଅଭିନେତା
ଇମ୍ରାନ ଅନ୍ୱର୍ ହାସମୀ (ଜନ୍ମ ୨୪ ମାର୍ଚ୍ଚ ୧୯୭୯) ଜଣେ ହିନ୍ଦୀ ଚଳଚ୍ଚିତ୍ର କଳାକାର ଯିଏକି ହିନ୍ଦୀ ଚଳଚ୍ଚିତ୍ରରେ ଦେଖା ଦିଅନ୍ତି । [୧] ନିଜର ସଫଳ କ୍ୟାରିୟର ଭିତାରେ ସେ ୩ ଥର ଫିଲ୍ମଫେୟାର ଆୱାର୍ଡ ପାଇଂ ମନୋନୀତ ହୋଇଛନ୍ତି, ଏବଂ ନିଜକୁ ଏକ ଜନପ୍ରିୟ ହିନ୍ଦୀ କଳାକର ଏବଂ ସବୁଠରୁ ଅଧିକ ପ୍ରାପ୍ୟ ପାଉଥିବା କଳାକାରମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । [୨][୩]
Emraan Hashmi | |
---|---|
![]() Hashmi at the trailer launch of Ek Thi Daayan, 2013 | |
ଜନ୍ମ ଓ ଜନ୍ମସ୍ଥାନ | Emraan Anwar Hashmi ୨୪ ମାର୍ଚ୍ଚ ୧୯୭୯ Pulgaon, Maharashtra, India |
ଜୀବିକା | Actor |
କାର୍ଯ୍ୟକାଳ | 2003–present |
ଜୀବନସାଥି | Parveen Shahani (ବିବାହ 2006–ବର୍ତ୍ତମାନ) |
ସନ୍ତାନ | 1 |
ସମ୍ପର୍କୀୟ | See Bhatt family |
ଆଧାରସମ୍ପାଦନ କରନ୍ତୁ
- ↑ http://ibnlive.in.com/news/all-well-between-uncle-mahesh-bhatt-and-nephew-emraan-hashmi/492223-8-66.html
- ↑ http://timesofindia.indiatimes.com/entertainment/hindi/bollywood/news/Mahesh-Bhatt-upset-with-nephew-Emraan-Hashmi/articleshow/40039520.cms
- ↑ http://indiatoday.intoday.in/story/murder-raaz-emraan-hashmi-mahesh-bhatt/1/361736.html