ଇନ୍ଦ୍ରା ନୂଇ

ଜଣେ ଆମେରିକୀୟ ବ୍ୟବସାୟ ପରିଚାଳକ,ଓ ସେ ପୃଥିବୀର ଦ୍ୱିତୀୟ ଖାଦ୍ୟ ଓ ପାନୀୟ ବ୍ୟବସାୟ କମ୍ପାନି ପେପ୍‌ସିକୋ ର ବର୍

ଇନ୍ଦ୍ରା କ୍ରିଷ୍ଣମୂର୍ତ୍ତି ନୂଇ(ଜନ୍ମ ୨୮ ଅକ୍ଟୋବର ୧୯୫୫) ଜଣେ ଆମେରିକୀୟ ବ୍ୟବସାୟ ପରିଚାଳକ,ଓ ସେ ପୃଥିବୀର ଦ୍ୱିତୀୟ ଖାଦ୍ୟ ଓ ପାନୀୟ ବ୍ୟବସାୟ କମ୍ପାନି [୪] ପେପ୍‌ସିକୋର ବର୍ତ୍ତମାନର ସଭାଧ୍ୟକ୍ଷ ଓ ମୂଖ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ।

Indra Nooyi
IndraNooyiDavos2010ver2.jpg
Nooyi at the World Economic Forum annual meeting in Davos, Switzerland, January 2010.
ଜନ୍ମ
Indra Krishnamurthy

(1955-10-28) ୨୮ ଅକ୍ଟୋବର ୧୯୫୫ (ବୟସ ୬୭)
ନାଗରିକତାUnited States[୧]
ପୁରାତନ ଛାତ୍ରMadras Christian College (B.S., 1974)
IIM Calcutta (P.G.D.B.M., 1976)
Yale School of Management (M.A., 1980)
ବୃତ୍ତିChairperson & CEO of PepsiCo
EmployerPepsiCo
ଜୀବନସାଥୀRaj K. Nooyi

ସେ ଲଗାତାର ପୃଥିବୀର ୧୦୦ ଜଣ ଶକ୍ତିଶାଳୀ ମହିଳା ଶ୍ରେଣୀରେ ସ୍ଥାନ ଅଧିକାର କରିଛନ୍ତି [୫]।୨୦୧୪ ମସିହାରେ ଫୋର୍ବସ୍ ମଗାଜିନ୍ଦ୍ୱାରା ପୃଥିବୀର ଶକ୍ତିଶାଳୀ ନାରୀଙ୍କ ମଧ୍ୟରେ ୧୩ତମ ସ୍ଥାନ[୬] ଅଧିକାର କରିଥିଲେ।,ଏବଂ ୨୦୧୬ ଫୋରଚୁନ ତାଲିକାରେ ସେ ପୃଥିବୀର ୮୨ତମ ଶକ୍ତିଶାଳୀ ମହିଳା ରୂପେ ସ୍ଥାନ ପାଇଥିଲେ।

ବାଲ୍ୟ ଜୀବନ ଓ ବୃତ୍ତିସମ୍ପାଦନ କରନ୍ତୁ

ନୁଇ ଭାରତ, ତାମିଲନାଡୁର ମାଡ୍ରାସ [୭]ଠାରେ ଏକ ତାମିଲ୍ ପରିବାର [୮]ରେ ଜନ୍ମଗ୍ରହଣ କରିଥିଲେ।ସେ ମାଡ୍ରାସସ୍ଥିତ "ହୋଲି ଏଞ୍ଜେଲ ଆଂଗ୍ଲୋ ଇଣ୍ଡିଆନ୍ ମାଧ୍ୟମିକ ବିଦ୍ୟାଳୟ"ରେ ପାଠ ପଢ଼ିଥିଲେ।୧୯୭୬ରେ ସେ ମ"ାଡ୍ରାସ କ୍ରିଶ୍ଚିଆନ୍ ମହାବିଦ୍ୟାଳୟ"ରୁ ଭୌତିକ ବିଜ୍ଞାନ,ରାସାୟନିକ ବିଜ୍ଞାନ ଓ ଗଣିତରେ ସ୍ନାତକ ଲାଭ କରିଥିଲେ। ସେ ୧୯୭୬ରେ Indian institute of management Calcutta [୯]ରୁ ସ୍ନାତକୋତ୍ତର ହାସଲ କରିଥିଲେ।

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ଇନ୍ଦିରାଙ୍କ ଦୁଇ ସନ୍ତାନ ଝିଅ ଅଟନ୍ତି ଓ ସେମାନେ ଗ୍ରୀନୱ୍ୱିଚ୍, କନେ୍କ୍ଟିକଟ୍ରେ ରହନ୍ତି।ତାଙ୍କ ଜଣେ ଝିଅ ଏବେ ୟେଲସ୍ଥିତ ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଅଧ୍ୟାୟନ କରୁଅଛନ୍ତି [୧୦]।ସେ ଫୋର୍ବସ୍ ଅନୁସାରେ ପୃଥିବୀର ତୃତୀୟ ସବୁଠୁ ଶକ୍ତିଶାଳୀ ମହିଳା ଶ୍ରେଣୀରେ ଅନ୍ତରଭୁକ୍ତ।[୧୧]

ତାଙ୍କ ବଡ଼ ଭଉଣୀ ଚନ୍ଦ୍ରିକା କ୍ରିଷ୍ଣାମୁର୍ତୀ ଟଣ୍ଡନ୍ ଜଣେ ଗାୟିକା।[୧୨]

ଆଧାରସମ୍ପାଦନ କରନ୍ତୁ

  1. Saporito, Bill. (3 May 2007) The TIME 100. Time.com. Retrieved on 2015-05-26.
  2. PepsiCo's Indra Nooyi got $18.6 million pay package in 2013 – The Times of India. Timesofindia.indiatimes.com. Retrieved on 26 May 2015.
  3. "Net Worth: Indra Nooyi, PepsiCO CEO". Squander.
  4. "PepsiCo, Inc. (NYSE:PEP) : Second Quarter 2010 Earnings Preview". IStock Analyst. 15 July 2010. Retrieved 11 December 2010.
  5. Sellers, Patricia (2 October 2012). "Forbes Magazine's List of The World's 100 Most Powerful Women". Forbes.
  6. "#13 Indra Nooyi". Forbes. Forbes. Retrieved 20 June 2014.
  7. "Pride of Chennai". ITZChennai. 2015.
  8. "Personal side of Indra Nooyi". Timesofindia-economictimes. 7 February 2007. Retrieved 26 May 2015.
  9. ""Indra Nooyi Biography." - Life, Family, Children, Parents, School, Mother, Born, College, House". Newsmakers Cumulation - Encyclopedia of World Biography. Retrieved 26 May 2015.
  10. Credeur, Mary Jane (15 August 2006). "Pepsi's Indra Nooyi Led Non-Soda Growth; Women CEO Exemplar". Bloomberg, L.P. Retrieved 17 August 2011.
  11. "Clinton, Nooyi, Sonia among 'World's Powerful Moms' list". 13 May 2012.
  12. Seabrook, John. "Snacks for a Fat Planet". Retrieved 28 May 2013.