ଇନ୍ଦ୍ରମଣି ରାଉତ

ଓଡ଼ିଆ ରାଜନୀତିଜ୍ଞ
(ଇନ୍ଦ୍ରମଣୀ ରାଉତରୁ ଲେଉଟି ଆସିଛି)

ଇନ୍ଦ୍ରମଣି ରାଉତ (୨୯ ଅପ୍ରେଲ ୧୯୩୭ - ୮ ଫେବୃଆରୀ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଇନ୍ଦ୍ରମଣି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଇନ୍ଦ୍ରମଣି ରାଉତ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀବେଦ ପ୍ରକାଶ ଅଗ୍ରୱାଲା
ପର ଅଧିକାରୀଭାଗବତ ପ୍ରସାଦ ମହାନ୍ତି
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-04-29)ଅପ୍ରେଲ ୨୯, ୧୯୩୭
ମୃତ୍ୟୁଫେବୃଆରୀ ୮, ୨୦୦୬(୨୦୦୬-୦୨-୦୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ରମିଳା ରାଉତ
ବାପା/ବୋଉବ୍ରହ୍ମାନନ୍ଦ ରାଉତ (ବାପା)
ବୃତ୍ତିରାଜନୀତିଜ୍ଞ

ପରିବାର ଓ ଶିକ୍ଷା ସମ୍ପାଦନା

ଇନ୍ଦ୍ରମଣି ରାଉତ ୧୯୩୭ ମସିହାର ଅପ୍ରେଲ ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରହ୍ମାନନ୍ଦ ରାଉତ ଏବଂ ପତ୍ନୀଙ୍କ ନାମ ପ୍ରମିଳା ରାଉତ ।[୧] ଇନ୍ଦ୍ରମଣିଙ୍କର ଶିକ୍ଷାଗ ଯୋଗ୍ୟତା କଳାରେ ସ୍ନାତକ ଥିଲା ।[୧]ତାଙ୍କର ତିନି ପୁତ୍ର ଓ ତିନି କନ୍ଯା ସନ୍ତାନ

ରାଜନୈତିକ ଜୀବନ ସମ୍ପାଦନା

ଇନ୍ଦ୍ରମଣି ରାଉତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Indramani Rout". odishaassembly.nic.in. Odisha Assembly. Retrieved 27 December 2019.