ଇଣ୍ଡିଆସ ଡଟର

(ଇଣ୍ଡିଆସ ଡଟର୍ସରୁ ଲେଉଟି ଆସିଛି)

ଇଣ୍ଡିଆସ ଡଟର ଏକ ଲେସଲି ଉଡ଼ଉଇନଙ୍କ ନିର୍ଦ୍ଦେଶିତ ଏକ ଡକୁମେଣ୍ଟାରି ଫିଲ୍ମ । ଏହା ବିବିସିର ଚଳିତ ଷ୍ଟୋରିଭିଲେର ଅଂଶ । [୩] ଏହି କଥାଚିତ୍ରଟି ୨୦୧୨ ଦିଲ୍ଲୀ ଗଣଧର୍ଷଣ ଓ ଏଥିରେ ପ୍ରାଣ ହରାଇଥିବା୨୩ ବର୍ଷୀୟା ଫିଜିଓଥେରାପି ଛାତ୍ରୀ ଜ୍ୟୋତି ସିଂହଙ୍କଉପରେ ଆଧାରିତ । [୪][୫] ଫିଲ୍ମଟି ୨୦୧୫ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସଦିନ ଭାରତରେ ଏନଡିଟିଭି, [୬] ଯୁକ୍ତରାଜ୍ୟରରେ ବିବିସି ଫୋର ଓ ପରେ ଡେନମାର୍କ, ସୁଇଡେନ, ସୁଇଜରଲାଣ୍ଡ, ନରୱେ ଏବଂ କାନାଡ଼ାରେ ପ୍ରସାରଣ ହେବାର ଯୋଜନା ରହିଛି । [୭]

ଇଣ୍ଡିଆସ ଡଟର୍ସ
ନିର୍ଦ୍ଦେଶକଲେସଲି ଉଡ଼ଉଇନ
ପ୍ରଯୋଜକଲେସଲି ଉଡ଼ଉଇନ
ସଂଳାପଲେସଲି ଉଡ଼ଉଇନ
ମୂଳ ଆଧାରଦିଲ୍ଲୀ ଗଣ ଧର୍ଷଣ
ସଙ୍ଗୀତକୃଷ୍ଣ ସୋଲୋ
ସମ୍ପାଦକଅନୁରାଧା ସିଂହ
Production
company
  • ଆସାସିନ ଫିଲ୍ମସ
  • ତଥାଗତ ଫିଲ୍ମସ[୧]
ବିତରକବର୍ଟା ଫିଲ୍ମ
ମୁକ୍ତିଲାଭ ତାରିଖ
୪ ମାର୍ଚ୍ଚ ୨୦୧୫[୨]
କଥାଚିତ୍ରର ସମୟ
୫୮ ମିନିଟ (୫୮ ମିନିଟ ୧୮ ସେକେଣ୍ଡ)
ଦେଶଯୁକ୍ତରାଜ୍ୟ
ଭାଷାଇଂରାଜୀ, ହିନ୍ଦୀ
Students protesting at Raisina Hill, Rajpath, December 2012

୨୦୧୫ ମାର୍ଚ୍ଚ ୧ ତାରିଖରେ ଫିଲ୍ମ-ନିର୍ମାତାମାନେତିହାର ଜେଲରେ ରହୁଥିବା ଜଣେ ଧର୍ଷଣକାରୀ ସହ ସାକ୍ଷାତକାର କରିଥିଲେ ବୋଲି ଜଣାପଡ଼ିଥିଲା । [୮][୯] ଠିକ ତା' ପରେ ଭାରତୀୟ ମିଡ଼ିଆ ପ୍ରକାଶନମାନଙ୍କଦ୍ୱାରା ଖବରଟି ପଦାକୁ ଆସିଥିଲା । [୯][୧୦] ୨୦୧୫ ମାର୍ଚ୍ଚ ୪ ତାରିଖରେ ଭାରତ ସରକାର ଏକ କୋର୍ଟ ଅର୍ଡ଼ର ଆଣି ଭାରତରେ ଏହାର ପ୍ରସାରଣ ରୋକିଥିଲେ । ବିବିସି ଏହି ନିୟମ ଅନ୍ତର୍ଭୁକ୍ତ ନୁହେଁ ବୋଲି ଜଣାଇଥିଲା । [୨] ଯୁକ୍ତରାଜ୍ୟରେ ବିବିସି ମାର୍ଚ୍ଚ ୪ ତାରିଖରେ ଏହା ପ୍ରସାରଣ କରିଥିଲା । [୧୧] ଫିଲ୍ମଟି ଇଉଟିଉବରେ ମଧ୍ୟ ଅପଲୋଡ଼ ହୋଇଥିଲା ଓ ସଙ୍ଗେ ସଙ୍ଗେ ବହୁଚର୍ଚ୍ଚିତ ହୋଇଯାଇଥିଲା । ମାର୍ଚ୍ଚ ୫ ତାରିଖରେ ଭାରତୀୟ ସରକାର ଭାରତରେ ଭିଡ଼ିଓର ପ୍ରସାରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । [୪] YouTube complied with the orders.[୧୨]

ଅଧିକ ପଠନ ସମ୍ପାଦନା

ଆଧାର ସମ୍ପାଦନା

  1. "India's Daughter". CBC. 7 March 2015. Retrieved 7 March 2015.
  2. ୨.୦ ୨.୧ Bhatt, Abhinav (5 March 2015). "After India's Ban, Nirbhaya Documentary 'India's Daughter' Aired by BBC". NDTV. Retrieved 5 March 2015.
  3. "Interview with Delhi gang rapist left 'stain on my soul', says British film maker". The Daily Telegraph. 3 March 2015. Retrieved 6 March 2015.
  4. ୪.୦ ୪.୧ "India asks YouTube to block banned rape film". Yahoo News. 5 March 2015. Retrieved 6 March 2015.
  5. "India bans TV stations from showing interview with man who raped student". The Guardian. 4 March 2014. Retrieved 6 March 2015.
  6. "India's Daughter: Required Clearances Were Taken by Documentary Maker". NDTV. 4 March 2015. Retrieved 4 March 2015.
  7. Baddhan, Raj (3 March 2015). "NDTV 24×7 & BBC to air 'Nirbhaya' film on Sunday". NDTV 24x7. Archived from the original on 7 March 2015. Retrieved 4 March 2015.
  8. "Delhi bus rapist blames his victim in prison interview". The Daily Telegraph. 1 March 2015. Retrieved 6 March 2015.
  9. ୯.୦ ୯.୧ "This story must be told, says filmmaker who interviewed Dec 16 rapist". Hindustan Times. 3 March 2015. Archived from the original on 5 March 2015. Retrieved 6 March 2015.
  10. "During rape the girl shouldn't fight back, says December 16 convict". India Today. 6 March 2015. Retrieved 6 March 2015.
  11. "India's Daughter: BBC brings forward airing of Delhi rape documentary". The Guardian. 4 March 2015. Retrieved 5 March 2015.
  12. "YouTube blocks BBC's Nirbhaya documentary video". India Today. 5 March 2015. Archived from the original on 8 March 2015. Retrieved 6 March 2015.

ବାହାର ଲିଙ୍କ ସମ୍ପାଦନା