ଆଲୋଚନା:ହରପ୍ରସାଦ ପରିଛା ପଟ୍ଟନାୟକ
Latest comment: ୨ ବର୍ଷ ପୂର୍ବେ by Psubhashish in topic ଲେଖକଙ୍କ ସ୍ୱବ୍ୟବହୃତ ନାମ
ଲେଖକଙ୍କ ସ୍ୱବ୍ୟବହୃତ ନାମ
ସମ୍ପାଦନାସେ ଲେଖିଥିବା ସବୁ ବହିରେ ତାଙ୍କ ନାମ ହରପ୍ରସାଦ ପରିଛା ପଟ୍ଟନାୟକ ହିଁ ଲେଖାଯାଇଛି । ନିଶ୍ଚିତ ତାଙ୍କ ଅବଗତରେ ବହିର ଲେଖକ ଭାବରେ ପରିଛା ଲେଖାଯାଉଥିବ । ତେଣୁ ଆମ ପ୍ରସଙ୍ଗରେ ପରିଛା ଲେଖିବା ଠିକ ହେବ ।
ଉଦାହରଣ :
https://www.odishaestore.com/nasta_hoejibara_moha_7228
https://www.odishaestore.com/index.php?route=product/product&product_id=7226
https://www.odishaestore.com/index.php?route=product/product&product_id=7225
- ସେ କ୍ଷେତ୍ରରେ ହରପ୍ରସାଦ ପରିଛା ପଟ୍ଟନାୟକ ହିଁ ଠିକ ହେବ ତାହେଲେ । ଲେଉଟାଇ ଦେଉଛି । --ସୁଭ (ଆଳାପ) ୧୦:୪୩, ୯ ମାର୍ଚ୍ଚ ୨୦୨୨ (IST)