ଆଲୋଚନା:ପ୍ରସନ୍ନ କୁମାର ମିଶ୍ର

ସମ୍ବାଦରେ ଛବିଟିଏ ପ୍ରକାଶିତ ହୋଇଛି । ଯଦି ଅସୁବିଧା ନଥାଏ କେହି ଜଣେ ଅପଲୋଡ କରିଦିଅନ୍ତୁ । ଲିଙ୍କଟି ତଳେ ଦେଲି । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୨୩, ୧୪ ଫେବୃଆରୀ ୨୦୧୪ (UTC) http://sambadepaper.com/Details.aspx?id=76496&boxid=1446718

ଏହି ଛବିଟିରେ କପିରାଇଟ ଥିବାରୁ ଏକ ଅଳ୍ପ ରିଜୋଲ୍ୟୁସନ‌ଥିବା ଛବି କେବଳ ଉଇକିପିଡ଼ିଆରେ (କମନ୍ସରେ ନୁହେଁ) ଦେଇହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୨୦, ୧୪ ଫେବୃଆରୀ ୨୦୧୪ (UTC)
ଭାଇ ହେଇଗଲା । :)--ଶିତିକଣ୍ଠ (ଆଲୋଚନା) ୧୯:୫୪, ୧୪ ଫେବୃଆରୀ ୨୦୧୪ (UTC)
Return to "ପ୍ରସନ୍ନ କୁମାର ମିଶ୍ର" page.