ଲିଭାନ୍ତୁ ନାହିଁ ସମ୍ପାଦନା

ଦୟାକରି ଏହାକୁ ଲିଭାନ୍ତୁ ନାହିଁ। ଭବିଷ୍ଯତରେ ଏଥିରେ ଆହୁରି ତଥ୍ଯ ପ୍ରଦନ କରାଯାଇ ଏହାକୁ ସମୃଦ୍ଧ କରାଯିବ।

@Anos Vordigoad: ଏ ପ୍ରସଙ୍ଗଟିରେ ତଥ୍ୟ ଓ ଆଧାର ଯୋଡ଼ିଥିବାରୁ ଅନେକ ଧନ୍ୟବାଦ । ଏକ ପ୍ରସଙ୍ଗରେ ଅତି କମରେ ୧୦ଟି ବାକ୍ୟ ଆଉ ୩ଟି ଆଧାର ରହିଲେ ସେଥିରେ ଆଧାର ତଳକୁ {{ଅଧାଗଢ଼ା}} ଛାଞ୍ଚ ପକାଯାଇପାରିବ । ଏଭଳି ପ୍ରସଙ୍ଗକୁ ଧୀରେ ଧୀରେ ଉନ୍ନତ କରାଯାଇପାରିବ ଆଉ ଲିଭାଇବାର ଆବଶ୍ୟକତା ନାହିଁ । ତେବେ ୧୦ରୁ କମ ବାକ୍ୟ ଓ ୩ରୁ କମ ଆଧାର ଥାଇ ତିଆରି ନୂଆ ପ୍ରସଙ୍ଗରେ ଏବେ "ଲିଭାନ୍ତୁ" ଛାଞ୍ଚ ପକାଯାଉଛି । ଆଗରୁ ଅନେକ ନିମ୍ନମାନର ପ୍ରସଙ୍ଗ ତିଆରି ହୋଇ ବହୁ ଦିନ ଧରି ବଦଳାଯାଇନଥିବାରୁ ଏ ପଦଃକ୍ଷେପ । ତେବେ ଆପଣ ଏକ ପ୍ରସଙ୍ଗ ସକ୍ରିୟ ଭାବେ ସମ୍ପାଦନା କରୁଥିଲେ "ଉତ୍ସ ସମ୍ପାଦନା" (କମ୍ପ୍ୟୁଟରରେ ବା ୱେବରେ ଲେଖୁଥିଲେ) କରି {{ତିଆରି ଚାଲିଛି}} ବୋଲି ଉଲ୍ଲେଖ କରିପାରିବେ । ଫଳରେ ଆଉ କେହି ସେଥିରେ "ଲିଭାନ୍ତୁ" ଛାଞ୍ଚ ପକାଇବେ ନାହିଁ । --ସୁଭ (ଆଳାପ) ୧୪:୦୯, ୧୦ ଅକ୍ଟୋବର ୨୦୨୦ (IST)Reply
@Psubhashish: ଧନ୍ଯବାଦ।
Return to "ଜଳଭୀତିଅଣୁ" page.