ଆଲୋଚନା:କାହ୍ନୁ ଚରଣ ମିଶ୍ର


ସମ୍ପାଦିତ ପୁସ୍ତକ

ସମ୍ପାଦନା

@Raj K. Mohapatra (Puri), ସମ୍ପାଦିତ ପୁସ୍ତକସବୁ ରଚନାବଳୀ ନୁହେଁ କାରଣ ସେସବୁର ଲେଖକ ଭିନ୍ନ ଏଣୁ ଆପଣ ଅନେକ ଖୋଜି ତାଲିକାରେ ରଖିଥିଲେ ହେଁ କାଢ଼ିବାକୁ ପଡ଼ିଲା । ତେବେ ଉକ୍ତ ପୁସ୍ତକସବୁ ତାହାର ଲେଖକମାନଙ୍କ ରଚନାବଳୀ ବିଭାଗ ଭିତରେ ଅଲଗା ଅଲଗା ରହିବ । ଆଉ ମୁଁ ତାଲିକାଟି କାଢ଼ିଥିଲେ ବି କାହ୍ନୁ ଚରଣ ମିଶ୍ର ପୃଷ୍ଠାର "ଇତିହାସ" (ଉପର ଡାହାଣ)କୁ ଗଲେ ଆପଣ ନିଜ ପୁରୁଣା ସମ୍ପାଦନା ଦେଖିପାରିବେ ଆଉ ସେଠୁ କିଛି ଦରକାର ପଡ଼ିଲେ କପିକରିପାରିବେ । ଏଠି ଲେଖୁଛି ଫଳରେ ଆଗକୁ ଆପଣଙ୍କୁ ଆଉ ସମ୍ପାଦିତ ପୁସ୍ତକ ତାଲିକା ଖୋଜିବାକୁ ଆଉ ଯୋଡ଼ିବାକୁ ପଡ଼ିବନି । ସେହି ଭଳି ଲେଖକଙ୍କ ପ୍ରମୁଖ ପୁସ୍ତକସବୁ ଓଡ଼ିଆରେ ଥିବାରୁ ସେସବୁ ଏକ ସାଧାରଣ ତାଲିକାରେ ରହିବ । ହେଲେ ତାଙ୍କର ଅଲଗା ଭାଷାରେ ଲେଖା ସବୁବେଳେ ଅଲଗା ଉପବିଭାଗ (ଏ କ୍ଷେତ୍ରରେ "ଇଂରାଜୀ") ହୋଇ ରହିବ । ଓଡ଼ିଆ ଓ ଇଂରାଜୀ Psubhashish (ମୋ ଆଲୋଚନା) ୧୯:୪୯, ୧୪ ନଭେମ୍ବର ୨୦୨୪ (IST)Reply

Return to "କାହ୍ନୁ ଚରଣ ମିଶ୍ର" page.