ଆଲେମଟୁଜୁମାବ

ଏକ ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ (ସିଏଲଏଲ/ CLL) ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗମାନଙ୍କ ଚିକ
(ଆଲେମାଟୁଜୁମାବରୁ ଲେଉଟି ଆସିଛି)

ଆଲେମଟୁଜୁମାବ, ଦୁଇ ବିକ୍ରୟ ନାମ କ୍ୟାମ୍ପାଥ ଏବଂ ଲେମଟ୍ରାଡା, ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ (ସିଏଲଏଲ/ CLL) ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ସିଏଲଏଲରେ ଏହା ଉଭୟ ପ୍ରଥମ ଲାଇନ୍ ଏବଂ ଦ୍ୱିତୀୟ ଲାଇନ୍ ଚିକିତ୍ସା ଭାବରେ ବ୍ୟବହୃତ ହେଇଛି | [୧] ମଲ୍ଟିପ୍ଲ ସ୍କ୍ଲେରୋସିସ୍ରେ ଅନ୍ୟ ଚିକିତ୍ସା କାମ ନ କଲେ ପରାମର୍ଶ ଦିଆଯାଏ । [୧] ଏହା ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୧]

ଆଲେମଟୁଜୁମାବ
Monoclonal antibody
TypeWhole antibody
SourceHumanized (from rat)
TargetCD52
Clinical data
Trade namesCampath, Mabcampath, Lemtrada, others
AHFS/Drugs.commonograph
MedlinePlusa608053
data
Pregnancy
category
  • AU: B3 (Lemtrada); B2 (Mabcampath)
Routes of
administration
Intravenous infusion
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
Elimination half-life~288 hrs
Chemical and physical data
FormulaC6468H10066N1732O2005S40
Molar mass୧,୪୫,୪୫୪.୨0 g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ କଣିକା, ଇନଫ୍ୟୁଜନ୍ ପ୍ରତିକ୍ରିୟା, ସଂକ୍ରମଣ, ଅଇ, ତରଳ ଝାଡ଼ା ଏବଂ ଶୋଇବାରେ ଅସୁବିଧା ହୋଇପାରେ । [୨] ଔଷଧ ଖାଉଥିବା ଲୋକମାନେ ଜୀବନ୍ତ ଟୀକା ପାଇବା ଉଚିତ୍ ନୁହେଁ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଲିମ୍ଫୋସାଇଟ୍ ଉପରେ ଥିବା ଏକ ପ୍ରୋଟିନ୍ ସିଡି୫୨ (CD52) ସହିତ ଅନୁବନ୍ଧିତ ହେବାରୁ ବିନାଶ ହୋଇଯାଏ । [୩]

୨୦୦୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆଲେମଟୁଜୁମାବ ଅନୁମୋଦିତ ହୋଇଥିଲା। [୧] [୪] ୟୁରୋପରେ ସିଏଲଏଲ ପାଇଁ ବ୍ରାଣ୍ଡ ଅନୁମୋଦିତ ହୋଇଥିଲା; ତଥାପି, ମଲ୍ଟିପ୍ଲ ସ୍କ୍ଲେରୋସିସ୍ ପାଇଁ ଏକ ନୂତନ ବ୍ରାଣ୍ଡ ଅନୁମୋଦନ ହୋଇଥିବାବେଳେ ପ୍ରତ୍ୟାହାର କରାଯାଇଥିଲା । [୪] [୩] ଯୁକ୍ତରାଜ୍ୟରେ ୧୨ ମିଗ୍ରା ଭାଏଲ ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ, ୭,୦୦୦ ଅଟେ। [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୭,୭୦୦ ଡଲାର ଅଟେ । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Alemtuzumab Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 28 January 2012. Retrieved 15 July 2019.
  2. ୨.୦ ୨.୧ ୨.୨ "DailyMed - CAMPATH- alemtuzumab injection". dailymed.nlm.nih.gov. Archived from the original on 25 March 2021. Retrieved 13 January 2022.
  3. ୩.୦ ୩.୧ "Lemtrada". Archived from the original on 29 June 2021. Retrieved 13 January 2022.
  4. ୪.୦ ୪.୧ "MabCampath". Archived from the original on 14 January 2022. Retrieved 13 January 2022.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 904. ISBN 978-0857114105.
  6. "Lemtrada Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 January 2021. Retrieved 13 January 2022.