ମୁଖ୍ୟ ସୂଚୀ ଦେଖିବେ

ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି ବା ଇଣ୍ଟରନ୍ୟାସନାଲ ଫୋନେଟିକ ଆଲଫାବେଟ (ଇଂରାଜୀ: International Phonetic Alphabet, IPA, ବା ଆଇପିଏ) ଉଚ୍ଚାରଣ ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି । ଏହା କଥିତ ଭାଷାମାନଙ୍କର ଲିଖନ ନିମନ୍ତେ ଆନ୍ତର୍ଜାତୀୟ ଫୋନେଟିକ ଆସୋସିଏସନ ଦ୍ୱାରା ଏକ ମାନକ ରୂପେ ତିଆରି କରାଯାଇଥିଲା ।[୧] ଆଇପିଏ ଅଭିଧାନ ସଂକଳକ, ବିଦେଶୀ ଭାଷାଭାଷୀ ଛାତ୍ର ଓ ଶିକ୍ଷକ, ଭାଷାବିଦ, ଧ୍ୱନି-ଭାଷା ରୋଗବିଦ୍ୱାବିଦ, ଗାୟକ-ଗାୟିକା, ଅଭିନେତା, ନିର୍ମିତ ଭାଷାକାର, ଓ ଅନୁବବାଦକମାନଙ୍କ ଦେଇ ବ୍ୟବହୃତ ହୋଇଥାଏ ।[୨][୩]

ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ
IPA in IPA.svg
ପ୍ରକାର
ଲିପି, ଆଂଶିକଭାବେ ଫିଚରାଲ
ଭାଷାସମୂହକୌଣସି ଭାଷାର ଉଚ୍ଚାରଣଗତ ଓ ଫୋନିମଗତ ପ୍ରତିଲିପିକରଣ ପାଇଁ ବ୍ୟବହୃତ ହୁଏ
ସମୟକାଳ
୧୮୮୮ ମସିହାରୁ
Parent systems
ରୋମିକ ଲିପି
ଦିଗLeft-to-right
ISO 15924Latn, 215
ଇଉନିକୋଡ଼ ଉପନାମ
Latin

ଅଧିକ ପଠନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. International Phonetic Association (IPA), Handbook.
  2. MacMahon, Michael K. C. (1996). "Phonetic Notation". In P. T. Daniels and W. Bright (eds.) (ed.). The World's Writing Systems. New York: Oxford University Press. pp. 821–846. ISBN 0-19-507993-0.CS1 maint: Extra text: editors list (link)
  3. Wall, Joan (1989). International Phonetic Alphabet for Singers: A Manual for English and Foreign Language Diction. Pst. ISBN 1-877761-50-8.