Icono aviso borrar.png

ଆଧାର କାର୍ଡ ହେଉଛି  ଭାରତ ସରକାରଦ୍ୱାରା ପ୍ରଚଳିତ ବ୍ୟକ୍ତିର ପରିଚୟ ପତ୍ର  । ଏହି ପରିଚୟ ପତ୍ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟନୁଷ୍ଠାନ ମାନଙ୍କରେ କିଛି ସେବା  ପ୍ରାପ୍ତ ପାଇଁ ଆବଶ୍ୟକ  ହୋଇଥାଏ  । ଆଜିକାଲି ଆଧାରରେ ଆଙ୍ଗୁଠି ଚିହ୍ନ ମାଧ୍ୟମରେ AEPS ସେବାଦ୍ୱାରା ବିଭିନ୍ନ ପ୍ରକାର ଟଙ୍କା ଉଠାଣ ତଥା EKYC ଭଳି ପ୍ରକ୍ରିୟା ମାଧ୍ୟମରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ବିଭିନ୍ନ ସେବା  ସମ୍ଭବ ହେଇପାରୁଛି  ।

     ଆଧାରସମ୍ପାଦନ କରନ୍ତୁ

https://uidai.gov.in/od/what-is-aadhaar-od.html

https://uidai.gov.in/od/