[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Adoni
ఆదోని
Adoni Fort
Adoni Fort
ଦେଶIndia
ରାଜ୍ୟAndhra Pradesh
RegionRayalaseema
ଜିଲ୍ଲାKurnool
Government
 • TypeMunicipal Council
 • MLAY.Sai Prasad Reddy (Yuvajana Sramika Rythu Congress Party)[୧]
Area
 • City32.71 km2 (12.63 sq mi)
Elevation
435 m (1,427 ft)
Population
 (2011)[୩]
 • City୧,୬୬,୫୩୭
 • Rank15th (in AP)
 • Density5,100/km2 (13,000/sq mi)
 • Metro୧,୮୪,୭୭୧
ଭାଷା
 • ସରକାରୀTelugu (official), Urdu (co-official)
Time zoneUTC+5:30 (IST)
PIN
518301
Telephone code+91–8512
ଯାନବାହାନ ପଞ୍ଚୀକରଣAP–21
Sex ratio1008 /
Lok Sabha constituencyKurnool
Assembly constituencyAdoni
WebsiteAdoni Municipality

ଆଦୋନି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର କୁର୍ନୋଓଲ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଆଦୋନି ୧୫.୬୨୫୧ ଉତ୍ତର ଅକ୍ଷାଂଶ ଓ ୭୭.୨୭୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୫]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆଦୋନି ସହରର ମୋଟ ଜନସଂଖ୍ୟା ୧୫୫୯୬୯ ଅଟେ ।[୬] ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ ଅଟନ୍ତି । ଆଦୋନିର ସାକ୍ଷରତା ହାର ୫୧.୯୯% ଅଟେ । ଏହା ଜାତୀୟ ହାରଠାରୁ ୧୨.୮୫% ପ୍ରତିଶତ କମ ଅଟେ । ସେଥିରୁ ୩୦.୮୦% ପ୍ରତିଶତ ପୁରୁଷ ଓ ୨୧.୧୯% ନାରୀ ଅଟନ୍ତି । ୧୩.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୬]

ଭାଷା ସମ୍ପାଦନା

ତେଲୁଗୁ ଆଦୋନିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "MLA". AP State Portal. Archived from the original on 8 October 2014. Retrieved 30 October 2014.
  2. "Basic Information of Municipality". Municipal Administration & Urban Development Department, Govt. of Andhra Pradesh. Retrieved 18 January 2015.
  3. "Cities having population 1 lakh and above" (PDF). The Registrar General & Census Commissioner, India. Retrieved 18 January 2015.
  4. "Urban Agglomerations/Cities having population 1 lakh and above" (PDF). censusindia. The Registrar General & Census Commissioner, India. Retrieved 18 January 2015.
  5. "Directory of Cities, Towns, and Regions in India". Retrieved 27 September 2015.
  6. ୬.୦ ୬.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା