ଅସ୍ତରଙ୍ଗ
ଅସ୍ତରଙ୍ଗ ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା ଏକ ଗାଆଁ । ଏହା ଦେବୀ ନଦୀ କୂଳରେ ଅବସ୍ଥିତ । ଏହି ସ୍ଥାନଟି ଏକ ବଡ଼ ବାଣିଜ୍ୟିକ କେନ୍ଦ୍ର ଅଟେ । ବଙ୍ଗୋପସାଗର ଓ ଦେବୀ ନଦୀର ମିଳନ ସ୍ଥଳୀରେ ଥିବା ଏହି ସ୍ଥାନରେ ଏକ ମାଛଧରା ବନ୍ଦର ରହିଛି ।
ଅସ୍ତରଙ୍ଗ | |
---|---|
ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ପୁରୀ |
ପଞ୍ଚାୟତ ସମିତି | ଅସ୍ତରଙ୍ଗ |
ଗ୍ରାମ ପଞ୍ଚାୟତ | ଅସ୍ତରଙ୍ଗ |
ଭାଷା | ଓଡ଼ିଆ, ଇଂରାଜୀ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୫୨୧୦୯[୧] |
ଏସଟିଡି କୋଡ଼ | +୦୬୭୫୮ |
ଗାଡ଼ି ପଞ୍ଜିକରଣ | OD/୧୩ |
ଭୌଗଳିକ ଅବସ୍ଥାନସମ୍ପାଦନ କରନ୍ତୁ
ଏହାର ଅକ୍ଷାଂଶ ୧୯° ୫୮′ ୫୬.୫୮″ ଉତ୍ତର ଓ ଦ୍ରାଘିମା ୮୬° ୧୬′ ୨.୯୩″ ପୂର୍ବ । ଏହା ପୁରୀଠାରୁ ୫୦.୯୫ କି.ମି. ଦୂରରେ ଓ ରାଜଧାନୀ ଭୁବନେଶ୍ୱରଠାରୁ ୫୯ କି.ମି. ଦୂରରେ ଅବସ୍ଥିତ ।[୨] ଏହାର ନିକଟବର୍ତ୍ତୀ ସ୍ଥାନ ପ୍ରସିଦ୍ଧ ଶକ୍ତି ପୀଠ କାକଟପୁର ଅଟେ । ପୁରୀ ଜିଲ୍ଲାରେ ଅବସ୍ଥିତ ଏହି ସ୍ଥାନ ସଡ଼କ ପଥଦ୍ୱାରା ଭୁବନେଶ୍ୱର, କଟକ, ପୁରୀ ଆଦି ସହର ସହ ଯୁକ୍ତ ।
ପର୍ଯ୍ୟଟନସମ୍ପାଦନ କରନ୍ତୁ
ବଙ୍ଗୋପସାଗର ନିକଟରେ ଥିବା ଅସ୍ତରଙ୍ଗ ପାଖରେ ଅନେକ ରମଣୀୟ ସ୍ଥାନ ରହିଛି । ଏଠାରେ ଥିବା ଜାହାନିଆ ପୀର ପୀଠ ବିଶେଷ ପ୍ରସିଦ୍ଧ । ଏକ ବଣଭୋଜି ସ୍ଥାନ ଭାବେ ସ୍ଥାନୀୟ ଅଞ୍ଚଳରେ ଏହା ଲୋକପ୍ରିୟ ଅଟେ ।
ରାଜନୀତିସମ୍ପାଦନ କରନ୍ତୁ
କାକଟପୁର ନିର୍ବାଚନ ମଣ୍ଡଳୀର ରାଜନୀତିରେ ଅସ୍ତରଙ୍ଗର ଦବଦବା ବହୁ ସମୟରୁ ରହିଆସିଛି ,ଏହି ବ୍ଲକ ଅନ୍ତର୍ଗତ ଶିଶୁଅ ପଂଚାୟତର ବନ୍ତୀଳ ଗ୍ରାମରୁ ପ୍ରଥମ ବିଧାୟକ ଭରତ ଦାସ କାକଟପୁର ପାଇଁ ସିପିଆଇ ଦଳରୁ ପ୍ରତିନିଧିତ୍ୱ କରିଥିଲେ ତତ୍ପରେ ଜନତା ଦଳ ତଥା ଏବେର ବିଜୁ ଜନତା ଦଳର ସୁରେନ୍ଦ୍ର ନାଥ ନାୟକ ରାଜ୍ୟ ରାଜନୀତିରେ ବେଶ ସୁନାମ ଅର୍ଜନ କରିଛନ୍ତି ୬ ଥର ବିଧାୟକ ବିଭିର୍ଣ୍ଣ ସମୟରେ ମନ୍ତ୍ରୀ ଥିବା ଶ୍ରୀ ନାୟକଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ପାଟଳଦା ପଂଚାୟତର ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ସ୍ୱାଇଁ ମଧ୍ୟ ୨ ଥର କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ,ଆଜିର ସମ ସାମୟିକ ରାଜନୀତି ବିଶେଷ କରି ପୁରୀ ଜିଲ୍ଲାର ରାଜନୀତିରେ ଅସ୍ତରଙ୍ଗର ଯୋଗଦାନ ବିଶେଷ ମହତ୍ୱ ରଖେ ।
ପାଖ ଗାଆଁସମ୍ପାଦନ କରନ୍ତୁ
- ନଇଗୁଆଁ (୩.୫) କି.ମି.
- ଆଳସାହି (୩.୭ କି.ମି.)
- ନଗର (୪.୩ କି.ମି.)
- ପାଟଳଦା (୨.୦ କି. ମି.)
- କେନ୍ଦ୍ରାପତି (୫.୦ କି.ମି.)
- ପାଟସୁନ୍ଦରପୁର (୫.୧ କି.ମି.)
- ଛୁରିଅନା (୫.୩ କି.ମି.)
- ବରପଦା (୪.୫ କି.ମି.)
- ନୂଆଗଡ଼ (୬ କି.ମି.)
- ଅନନ୍ତା (୩.୫ କି.ମି.)
- ଅଠତିରା (୩ କି.ମି.)
- ବିଲୁଆ ମୁଣ୍ଦଳୀ ( ୩ କି.ମି.)
- baranga (4k.m)
- Alangapur(2.5 k.m)
- Sahan(11k.m)
- Derunia(6 km)
- Ainishinia(7.1 km)
- Jhadalinga(4 KM)
- Nagapur(4 KM)
- Chakrapara(5 KM)
- Gopalpur(2KM)