ଅମରନାଥ ମନ୍ଦିର

ଭାରତର ଏକ ପ୍ରମୁଖ ମନ୍ଦିର, ଜାମ୍ମୁ-କାଶ୍ମୀର ରେ ଅବସ୍ଥିତ

ଅମରନାଥ, ହିନ୍ଦୁ ଧର୍ମର ଏକ ପ୍ରମୂଖ ଧର୍ମସ୍ଥଳୀ । [୧] ଏହା ଜମ୍ମୁ ଓ କାଶ୍ମୀରରାଜ୍ୟର ଶ୍ରୀନଗର ସହରର ଉତ୍ତର-ପୂର୍ବ ଦିଗରେ ୧୩୫ କି.ମି ଦୂର ସମୁଦ୍ରପତ୍ତନ ଠାରୁ ୧୩୬୦୦ ଫୁଟ ଉଚ୍ଚତାରେ ଏକ ପାହାଡି ଗୁମ୍ଫାରେ ଅବସ୍ଥିତ। ଏହି ଗୁମ୍ଫାର ଲମ୍ବ ଭିତରକୁ ୧୯ ମିଟର ଓ ପ୍ରସ୍ଥ ୧୬ ମିଟର ଏବଂ ଉଚ୍ଚତା ୧୧ ମିଟର ଅଟେ । ଏହି ଗୁମ୍ଫା ପୂରା ବରଷ ବାର ମାସ ବରଫରେ ଢାଙ୍କି ହୋଇରହିଥାଏ ଏବଂ ବରଫ ଟୋପା ଟୋପା ହୋଇ ପଥରରୁ ପଡି ଗୁମ୍ଫାମଧ୍ୟରେ ଗୋଟିଏ ଶିବଲିଙ୍ଗ ଆକାର ତିଆରି ହୋଇଥାଏ । ଏଠାରେ ଶିବ ଭଗବାନ ଅମରନାଥ ପୂଜା ପାଆନ୍ତି । ଏହା ଗ୍ରୀଷ୍ମକାଳରେ କିଛି ଦିନ ଶ୍ରଦ୍ଧାଳୁମାନଙ୍କ ଶିବଙ୍କୁ ଦରଶନ ପାଇଁ ଖୋଲାଯାଇଥାଏ ।

ଅମରନାଥ ଗୁମ୍ଫା
Cave Temple of Lord Amarnath.jpg
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/India Jammu and Kashmir" does not exist.
ନାମ
ମୂଳ ନାମAmarnath Cave Temple
ଭୌଗୋଳିକ ଅବସ୍ଥିତି
ଦିଗବାରେଣି34°12′54″N 75°30′03″E / 34.2149°N 75.5008°E / 34.2149; 75.5008Coordinates: 34°12′54″N 75°30′03″E / 34.2149°N 75.5008°E / 34.2149; 75.5008
ଦେଶଭାରତ
ରାଜ୍ୟଜମ୍ମୁ ଓ କାଶ୍ମୀର
ଅବସ୍ଥିତିPahalgam, Anantnag
ପରମ୍ପରା
ମୁଖ୍ୟ ଆରାଧ୍ୟଶିବ
ଇତିହାସ ଓ ପାଳନ
ନିର୍ମାତାNatural formation
ୱେବସାଇଟwww.shriamarnathjishrine.com

ଇତିହାସସମ୍ପାଦନ କରନ୍ତୁ

ଅମରନାଥ ଯାତ୍ରାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "New shrine on Amarnath route". The Hindu. Chennai, India. 30 May 2005.

ବାହାର ତଥ୍ୟସମ୍ପାଦନ କରନ୍ତୁ