ରୁଫିନାମାଇଡ

ଏହା ଏକ ଔଷଧ ଯାହା ଲେନୋକ୍ସ - ଗାଷ୍ଟାଉଟ୍ ସିଣ୍ଡ୍ରୋମ ଏବଂ ଆଂଶିକ ବାତ ପାଇଁ ବ୍ୟବହୃତ ହୁଏ ।
(Rufinamideରୁ ଲେଉଟି ଆସିଛି)

ଛାଞ୍ଚ:ରାଫିନାମାଇଡ ସହ ଦ୍ଵନ୍ଦରେ ପଡ଼ିବେନି

<span title="International nonproprietary name (INN): <nowiki>Mr. Ibrahem/Rufinamide</nowiki>">Mr. Ibrahem/Rufinamide
Clinical data
Trade names Banzel, Inovelon
AHFS/Drugs.com Monograph
MedlinePlus a609001
License data
• <abbr class="country-name" title="<nowiki>European Union</nowiki>">EU EMA: by INN[permanent dead link]
• <abbr class="country-name" title="<nowiki>United States</nowiki>">US DailyMed: Rufinamide
• <abbr class="country-name" title="<nowiki>United States</nowiki>">US FDA: Rufinamide
Pregnancy

category
• <abbr class="country-name" title="<nowiki>Australia</nowiki>">AU: B3
Routes of

administration By mouth (tablets)
Legal status
Legal status
• <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
• <abbr class="country-name" title="<nowiki>United States</nowiki>">US: ℞-only
• In general: ℞ (Prescription only)
Pharmacokinetic data
Bioavailability 85% (under fed conditions); tmax = 4–6 hours
Protein binding 34%
Metabolism Carboxylesterase-mediated hydrolysis (CYP not involved)
Metabolites Inactive
Elimination half-life 6–10 hours
Excretion Urine (85%)
Identifiers
IUPAC name
• 1-(2,6-Difluorobenzyl)-1H-1,2,3-triazole-4-carboxamide
Chemical and physical data
Formula C10H8F2N4O
Molar mass 238.198 g·mol−1
3D model (JSmol)
SMILES
• O=C(c1nnn(c1)Cc2c(F)cccc2F)N
InChI
• InChI=1S/C10H8F2N4O/c11-7-2-1-3-8(12)6(7)4-16-5-9(10(13)17)14-15-16/h1-3,5H,4H2,(H2,13,17) checkY
• Key:POGQSBRIGCQNEG-UHFFFAOYSA-N checkY
☒NcheckY (what is this?)  (verify)

ରୁଫିନାମାଇଡ (ଇଂରାଜୀ ଭାଷାରେ Rufinamide), ଅନ୍ୟମାନଙ୍କ ମଧ୍ୟରେ ବାନଜେଲ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲେନୋକ୍ସ - ଗାଷ୍ଟାଉଟ୍ ସିଣ୍ଡ୍ରୋମ ଏବଂ ଆଂଶିକ ବାତ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହୋଇପାରେ ।[୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଇଓସିନୋଫିଲିଆ, ଶାରୀରିକ ଲକ୍ଷଣମାନ, ଆତ୍ମହତ୍ୟା ପ୍ରବଣତା ଏବଂ ଖରାପ ସମନ୍ୱୟ ଓ ଡ୍ରଗ୍ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଟ୍ରାୟାଜୋଲ (triazole) ବ୍ୟୁତ୍ପନ୍ନ ଯାହା ମସ୍ତିଷ୍କରେ ଥିବା ସୋଡିଅମ ଚ୍ୟାନେଲଗୁଡିକ ସ‌ହିତ ସଂଲଗ୍ନ ହୋଇ କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୨] [୧]

ୟୁରୋପରେ ୨୦୦୭ ମସିହାରେ ଏବଂ ଯୁକ୍ତରାଷ୍ଟ୍ରରେ ୨୦୦୮ରେ ଡାକ୍ତରୀ ଚିକିତ୍ସା ପାଇଁ ରୁଫିନାମାଇଡ ଅନୁମୋଦିତ ହୋଇଥିଲା ।[୨] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ପ୍ରତିଦିନ ୮୦୦ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ୧୦୦ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶି ପାଇଁ ମାସିକ ଖର୍ଚ୍ଚ ପ୍ରାୟ ୪୨୫ ଡଲାର ଅଟେ ।[୪]

ଆଧାର ସମ୍ପାଦନା

1. ୧.୦ ୧.୧ ୧.୨ ୧.୩ ୧.୪ "Rufinamide Monograph for Professionals". Drugs.com (in ଇଂରାଜୀ). Archived from the original on 30 September 2021. Retrieved 19 October 2021.
2. ୨.୦ ୨.୧ ୨.୨ "Inovelon". Archived from the original on 20 May 2021. Retrieved 19 October 2021.
3. "Rufinamide (Banzel) Use During Pregnancy". Drugs.com (in ଇଂରାଜୀ). Archived from the original on 4 October 2021. Retrieved 19 October 2021.
4. ୪.୦ ୪.୧ "Rufinamide Prices, Coupons & Savings Tips - GoodRx". GoodRx. Archived from the original on 19 October 2021. Retrieved 19 October 2021.
5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 343. ISBN 978-0-85711-369-6.{{cite book}}: CS1 maint: date format (link)