କ୍ୱିନିଡାଇନ

ଏହା ଏକ ଔଷଧ ଯାହା ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆ, ଅନିୟମିତ ହୃତ୍‌ ସ୍ପନ୍ଦନ ଏବଂ ମ୍ୟାଲେରିଆର ଚିକିତ୍ସ
(Quinidineରୁ ଲେଉଟି ଆସିଛି)

କ୍ୱିନିଡାଇନ ହେଉଛି ଏକ ଔଷଧ ଯାହା ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆ, ଅନିୟମିତ ହୃତ୍‌ ସ୍ପନ୍ଦନ ଏବଂ ମ୍ୟାଲେରିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଜୀବନ ପ୍ରତି ବିପଦ ନ ଥିବା ଆରିଥମିଆରେ ଔଷଧ ଦେଲେ ମୃତ୍ୟୁ ଆଶଙ୍କା ବଢ଼ିଯାଏ ।[୧] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୧]

<span title="International nonproprietary name (INN): <nowiki>Mr. Ibrahem/Quinidine</nowiki>">Mr. Ibrahem/Quinidine
Clinical data
Trade names Quinaglute, Quinidex
Other names (2-Ethenyl-4-azabicyclo[2.2.2]oct-5-yl)-(6-methoxyquinolin-4-yl)-methanol
AHFS/Drugs.com Monograph
Pregnancy

category
  • <abbr class="country-name" title="<nowiki>Australia</nowiki>">AU: C
Routes of<br><br>administration By mouth, intravenous
Drug class class I antiarrhythmic agent (Ia)
Legal status
Legal status
  • <abbr class="country-name" title="<nowiki>Australia</nowiki>">AU: S4 (Prescription only)
  • <abbr class="country-name" title="<nowiki>Canada</nowiki>">CA: ℞-only
  • <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
  • <abbr class="country-name" title="<nowiki>United States</nowiki>">US: ℞-only
Pharmacokinetic data
Bioavailability 70–85%
Metabolism 50–90% (by liver)
Elimination <span class="nowrap">half-life</span> 6–8 hours
Excretion By the liver (20% as unchanged quinidine via urine)
Identifiers
IUPAC name
  • (S)-(6-Methoxyquinolin-4-yl)[(1S,2R,4S,5R)-5-vinylquinuclidin-2-yl]methanol
Chemical and physical data
Formula C20H24N2O2
Molar mass 324.424 g·mol−1
3D model (JSmol)
SMILES
  • O(c4cc1c(nccc1[C@H](O)[C@@H]2N3CC[C@@H](C2)[C@@H](/C=C)C3)cc4)C
InChI
  • InChI=1S/C20H24N2O2/c1-3-13-12-22-9-7-14(13)10-19(22)20(23)16-6-8-21-18-5-4-15(24-2)11-17(16)18/h3-6,8,11,13-14,19-20,23H,1,7,9-10,12H2,2H3/t13-,14-,19+,20-/m0/s1 checkY
  • Key:LOUPRKONTZGTKE-LHHVKLHASA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଭାଡ଼ା, ଅଇ ଓ ମୁଣ୍ଡ ହାଲୁକା ଲାଗେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ଲମ୍ବା ହୋଇଯାଏ ଓ ଆଲର୍ଜି ହୋଇପାରେ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ବିପଦମୁକ୍ତ ମନେହୁଏ ।[୨] ଏହା ଏକ ପ୍ରଥମ ଶ୍ରେଣୀର ଆଣ୍ଟିଆରିଦମିକ ଔଷଧ ଯାହା ହୃତ୍‌ପିଣ୍ଡରେ ବୈଦୁତିକ ଗତି ହାର କମ କରିଦିଏ ।

ଯୁକ୍ତରାଷ୍ଟ୍ରରେ ଏହି ଔଷଧ ୧୯୫୦ ମସିହାରେ ଡାକ୍ତରୀ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା । ୨୦୧୯ ସୁଦ୍ଧା ଯୁକ୍ତରାଷ୍ଟ୍ର ଓ ଯୁକ୍ତରାଜ୍ୟରେ ଏହା ଉପଲବ୍‌ଧ ହୋଇ ନାହିଁ ।[୩][୪] ପ୍ରଥମେ ସିଙ୍କୋନା ବୃକ୍ଷର ଛାଲିରୁ ତିଆରି ହୋଇଥିବା ଏହି ଔଷଧ ହେଉଛି କୁଇନାଇନର ଏକ ସ୍ଟେରିଓଆଇସୋମର ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "QuiNIDine Monograph for Professionals". Drugs.com. Archived from the original on 3 June 2021. Retrieved 20 October 2021.
  2. "Quinidine Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 20 October 2021.
  3. "CDC: Artesunate Now First-Line Treatment for Severe Malaria in the United States | CDC Online Newsroom | CDC". www.cdc.gov (in ଆମେରିକୀୟ ଇଂରାଜୀ). 28 March 2019. Archived from the original on 1 April 2019. Retrieved 6 April 2019.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1070. ISBN 978-0-85711-369-6.{{cite book}}: CS1 maint: date format (link)
  5. "Drug Information Portal - U.S. National Library of Medicine - Quick Access to Quality Drug Information". druginfo.nlm.nih.gov (in ଇଂରାଜୀ). Archived from the original on 16 July 2021. Retrieved 20 October 2021.