ନେଲଫିନାଭିର

ଏହା ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା କରିବା ପାଇଁ ବ୍ୟବ‌ହୃତ ହୁଏ ।
(Nelfinavirରୁ ଲେଉଟି ଆସିଛି)


ନେଲଫିନାଭିର (ଇଂରାଜୀ ଭାଷାରେ Nelfinavir/ NFV), ଭାଇରାସେପ୍ଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା କରିବା ପାଇଁ ବ୍ୟବ‌ହୃତ ହୁଏ ।[୨] ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ ହୁଏ ।[୨] ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ ।[୨] ଏହା ପାଟିରେ ଦିଆଯାଏ ।[୨]

ନେଲଫିନାଭିର
Clinical data
Trade namesViracept
AHFS/Drugs.commonograph
MedlinePlusa697034
data
Routes of
administration
By mouth
Legal status
Legal status
Pharmacokinetic data
BioavailabilityUncertain; increases when taking with food[୧]
Protein binding>98%
MetabolismLiver by CYP including CYP3A4 and CYP2C19
Elimination half-life3.5–5 hours
Excretionfeces (87%), urine (1–2%)
Identifiers
  • (3S,4aS,8aS)-N-tert-butyl-2-[(2R,3R)-2-hydroxy-3-[(3-hydroxy-2-methylphenyl)formamido]-4-(phenylsulfanyl)butyl]-decahydroisoquinoline-3-carboxamide
Chemical and physical data
FormulaC32H45N3O4S
Molar mass୫୬୭.୭୯ g·mol−1
3D model (JSmol)
Melting point349.94 °C (661.89 °F)
  • O=C(c1cccc(O)c1C)N[C@@H](CSc2ccccc2)[C@H](O)CN4[C@H](C(=O)NC(C)(C)C)C[C@@H]3CCCC[C@@H]3C4
  • InChI=1S/C32H45N3O4S/c1-21-25(15-10-16-28(21)36)30(38)33-26(20-40-24-13-6-5-7-14-24)29(37)19-35-18-23-12-9-8-11-22(23)17-27(35)31(39)34-32(2,3)4/h5-7,10,13-16,22-23,26-27,29,36-37H,8-9,11-12,17-20H2,1-4H3,(H,33,38)(H,34,39)/t22-,23+,26-,27-,29+/m0/s1 checkY
  • Key:QAGYKUNXZHXKMR-HKWSIXNMSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ ଏବଂ ରାସ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା ଏବଂ ଶରୀରର ଚର୍ବିରେ ପରିବର୍ତ୍ତନ ହୋଇପାରେ ।[୨] ଗର୍ଭାବସ୍ଥାରେ କୌଣସି ନିର୍ଦ୍ଦିଷ୍ଟ କ୍ଷତି ନଥିବାବେଳେ ଏହାଠାରୁ ଉନ୍ନତ ବିକଳ୍ପ ଉପଲବ୍ଧ ମିଳୁଛି ।[୩] ଏହା ଏକ ଏଚ୍.ଆଇ.ଭି ପ୍ରୋଟିଏଜ ଇନହିବିଟର ।[୨]

ନେଲଫିନାଭିର ୧୯୯୨ ମସିହାରେ ପେଟେଣ୍ଟ ହୋଇଥିଲେ ଏବଂ ୧୯୯୭ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ୧୯୯୮ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହାର ଚିକିତ୍ସା ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୨୦୦ ଡଲାର ଖର୍ଚ୍ଚ ହୁଏ ।[୬]

ଆଧାର ସମ୍ପାଦନା

  1. "Viracept (nelfinavir mesylate) Tablets and Oral Powder, for Oral Use. Full Prescribing Information" (PDF). ViiV Healthcare Company. Research Triangle Park, NC 27709. Archived (PDF) from the original on 4 March 2016. Retrieved 23 November 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Nelfinavir Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 12 November 2021.
  3. "Nelfinavir (Viracept) Use During Pregnancy". Drugs.com (in ଇଂରାଜୀ). Archived from the original on 23 January 2021. Retrieved 12 November 2021.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 510. ISBN 9783527607495. Archived from the original on 2021-05-24. Retrieved 2021-04-24.
  5. "Viracept". Archived from the original on 23 October 2020. Retrieved 12 November 2021.
  6. "Nelfinavir Prices, Coupons & Savings Tips - GoodRx". GoodRx. Retrieved 12 November 2021.