ଗାନିରେଲିକ୍ସ

ଏହା ଏକ ଔଷଧ ଯାହା ପ୍ରାରମ୍ଭିକ ଡିମ୍ବାଣୁ ଉତ୍ପାଦନ‌କୁ (ovulation) ରୋକିବା ପାଇଁ ସାହାଯ୍ୟକାରୀ ପ୍ରଜନନରେ ବ୍ୟବହୃତ ହ
(Ganirelixରୁ ଲେଉଟି ଆସିଛି)

ଗାନିରେଲିକ୍ସ (ଇଂରାଜୀ ଭାଷାରେ Ganirelix), ଅନ୍ୟମାନଙ୍କ ମଧ୍ୟରେ ଅର୍ଗାଲୁଟ୍ରାନ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ରାରମ୍ଭିକ ଡିମ୍ବାଣୁ ଉତ୍ପାଦନ‌କୁ (ovulation) ରୋକିବା ପାଇଁ ସାହାଯ୍ୟକାରୀ ପ୍ରଜନନରେ ବ୍ୟବହୃତ ହୁଏ ।[୧] ଏହା ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ ପାଇଁ ଉପଲବ୍ଧ ଉପଯୁକ୍ତ ଡିମ୍ବାଣୁ ଅଣ୍ଡା ସଂଖ୍ୟା ବୃଦ୍ଧି କରିପାରିବ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]

ଗାନିରେଲିକ୍ସ
Clinical data
Trade namesOrgalutran, Antagon, Fyremadel, others
AHFS/Drugs.commonograph
data
Pregnancy
category
  • AU: D
  • US: X (Contraindicated)
Routes of
administration
Subcutaneous injection
Legal status
Legal status
Pharmacokinetic data
Bioavailability91.1%
Protein binding81.9%
Elimination half-life16.2 hours
ExcretionFeces: 75%
Urine: 22%
Identifiers
  • (2S)-1-[(2S)-2-[[(2S)-2-[[(2R)-2-[[(2R)-2-[[(2S)-2-[[(2R)-2-[[(2R)-2-[[(2R)-2-acetamido-3-naphthalen-2-ylpropanoyl]amino]-3-(4-chlorophenyl)propanoyl]amino]-3-pyridin-3-ylpropanoyl]amino]-3-hydroxypropanoyl]amino]-3-(4-hydroxyphenyl)propanoyl]amino]-6-[bis(ethylamino)methylideneamino]hexanoyl]amino]-4-methylpentanoyl]amino]-6-[bis(ethylamino)methylideneamino]hexanoyl]-N-[(2R)-1-amino-1-oxopropan-2-yl]pyrrolidine-2-carboxamide
ECHA InfoCard100.216.077 Edit this at Wikidata
Chemical and physical data
FormulaC80H113ClN18O13
Molar mass୧,୫୭୦.୩୫ g·mol−1
  • InChI=1S/C80H113ClN18O13/c1-9-84-79(85-10-2)88-39-17-15-27-60(70(104)94-62(42-49(5)6)71(105)93-61(28-16-18-40-89-80(86-11-3)87-12-4)78(112)99-41-21-29-68(99)77(111)90-50(7)69(82)103)92-72(106)63(44-53-32-36-58(102)37-33-53)97-76(110)67(48-100)98-74(108)65(45-54-22-20-38-83-47-54)96-73(107)64(43-52-30-34-57(81)35-31-52)95-75(109)66(91-51(8)101)46-56-25-19-24-55-23-13-14-26-59(55)56/h13-14,19-20,22-26,30-38,47,49-50,60-68,100,102H,9-12,15-18,21,27-29,39-46,48H2,1-8H3,(H2,82,103)(H,90,111)(H,91,101)(H,92,106)(H,93,105)(H,94,104)(H,95,109)(H,96,107)(H,97,110)(H,98,108)(H2,84,85,88)(H2,86,87,89)/t50-,60-,61+,62+,63+,64-,65-,66-,67+,68+/m1/s1 checkY
  • Key:BJQRBVMMHKUPPY-YYXZGPOZSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଯୋନୀ ରକ୍ତସ୍ରାବ, ଅଇ, ଏବଂ ଓଭାରିଆନ ହାଇପରଷ୍ଟିମୁଲେସନ୍ ସିଣ୍ଡ୍ରୋମ ହୋଇପାରେ ।[୩] ଲାଟେକ୍ସ ଆଲର୍ଜି ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୪] ଥରେ ଗର୍ଭଧାରଣ ହେବା ପରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୩] ଏହା ଏକ ଗୋନାଡୋଟ୍ରୋପିନ୍ ରିଲିଜିଙ୍ଗ ହରମୋନ୍ (GnRH) ବିରୋଧୀ ।[୨] ଏହା ଜିଏନଆରଏଚ (GnRH) ରିସେପ୍ଟରଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହା ଲୁଟିନାଇଜିଙ୍ଗ ହରମୋନ (LH) ହ୍ରାସ କରେ ଏବଂ ଏହା ଇଚ୍ଛା ନହେବା ପର୍ଯ୍ୟନ୍ତ ଡିମ୍ବାଣୁ ଉତ୍ପାଦନ‌କୁ କରିଦିଏ ।[୧]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗାନିରେଲିକ୍ସ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୦.୨୫ ମିଗ୍ରା ବିଶିଷ୍ଟ ୫ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୮୯ ଡଲାର ଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Orgalutran". Archived from the original on 12 November 2020. Retrieved 3 December 2021.
  2. ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 778. ISBN 978-0857114105.
  3. ୩.୦ ୩.୧ ୩.୨ "Ganirelix Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 3 December 2021.
  4. Canada, Health (29 August 2018). "Health Product InfoWatch - September 2018". www.canada.ca. Archived from the original on 3 November 2021. Retrieved 3 December 2021.
  5. "Ganirelix Prices, Coupons & Savings Tips - GoodRx". GoodRx. Archived from the original on 23 April 2017. Retrieved 3 December 2021.