ବୋଡ଼ୋ ଭାଷା

ଭାରତୀୟ ଭାଷା
(Bodo languageରୁ ଲେଉଟି ଆସିଛି)

ବୋଡ଼ୋ ଭାଷୀ ଲୋକଙ୍କର ମୂଳ ବାସସ୍ଥାନ ହେଲା ଆସାମର କୋକରାଝାର, ଚିରାଙ୍ଗ, ବାକ୍ସା ଏବଂ ଉଦାଲଗୁଡ଼ି ଜିଲ୍ଲା। ଏହି ଭାଷା କହୁଥିବା ଲୋକଙ୍କ ସଂଖ୍ୟା ୧୩,୦୦,୦୦୦।

ବୋଡ଼ୋ
Mech
बड़ो
Native toଭାରତ ଏବଂ ନେପାଳରେ ଅଳ୍ପ ସଂଖ୍ୟକ
ଜାତିସତ୍ତାBodo, Mech
ଭାଷା କୋଡ୍
ISO ୬୩୯-୩brx

ଫଟୋ ଗ୍ୟାଲେରୀ ସମ୍ପାଦନା

ବଡ଼ୋ ନାରୀ
ବଡ଼ୋ ନୃତ୍ୟ

ଆଧାର ସମ୍ପାଦନା