ବୀଣା ବାନାର୍ଜୀ

ଭାରତୀୟ ଅଭିନେତ୍ରୀ
(Beena Banerjeeରୁ ଲେଉଟି ଆସିଛି)

ବୀଣା ବାନାର୍ଜୀ (ଜନ୍ମ: ୧୯ ଫେବୃଆରୀ ୧୯୪୩) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି ।

ବୀଣା ବାନାର୍ଜୀ
Banerjee in 2009
ଜନ୍ମ (1943-02-19) ୧୯ ଫେବୃଆରୀ ୧୯୪୩ (ବୟସ ୮୧)[୧]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୭–ଏବେଯାଏଁ
ବୈବାହିକ-ସାଥୀଅଜୟ ବିଶ୍ୱାସ (ବିବାହ ବିଚ୍ଛେଦ)
ପିତାମାତାପ୍ରଦୀପ କୁମାର

ଜୀବନୀ ସମ୍ପାଦନା

ବୀଣା ୧୯୪୩ ମସିହା ଫେବୃଆରୀ ମାସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରଦୀପ କୁମାର (୧୯୨୫-୨୦୦୧) ଜଣେ କଥାଚିତ୍ର ଅଭିନେତା ଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ବୀଣା ବତାବ୍ୟାଲ୍ । ସେ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଅଜୟ ବିଶ୍ୱାସଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ, ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।[୨] ତାଙ୍କ ପୁଅ ସିଦ୍ଧାର୍ଥ ବାନାର୍ଜୀ ଜଣେ ସହକାରୀ ନିର୍ଦ୍ଦେଶକ ଭାବରେ ହିନ୍ଦୀ କଥାଚିତ୍ର ହାଉସ୍‌ଫୁଲ୍ ୨ (୨୦୧୨) ଓ ହିମ୍ମତୱାଲା (୨୦୧୩) ରେ କାମ କରିଛନ୍ତି ।[୩]

ଅଭିନୀତ କଥାଚିତ୍ର ସମ୍ପାଦନା

  • ରୁସ୍‌ଲାନ୍
  • ରାଧେ ଶ୍ୟାମ୍
  • କାର୍‌ୱାଁ
  • ଖୁଦା କସମ୍
  • ବାବୁଲ୍
  • ଅଲଗ୍
  • ଆତ୍ମା
  • ହମ୍‌କୋ ତୁମ୍‌ସେ ପ୍ୟାର୍ ହୈ
  • ବର୍‌ସାତ୍
  • ଇନ୍‌ଶାନ୍
  • ଇସ୍କ
  • କୋଇ... ମିଲ୍ ଗୟା
  • ଅନ୍ଦାଜ୍
  • ଖୁସି
  • ମସିହା
  • ଖୌଫ୍
  • ହିପ୍ ହିପ୍ ହୁରେ
  • ଜିଦ୍ଦି
  • ମୋହବତ୍
  • ନସୀବ୍
  • କ୍ରିମିନାଲ୍
  • ପ୍ରେମ୍
  • ଦିବାର୍
  • ଅଞ୍ଜାମ୍
  • ରାଜା ବାବୁ
  • ଛୋଟି ବୋହୂ
  • ଶକ୍ତିମାନ୍
  • ଖିଲାଡ଼ି
  • ବଂଶ
  • ଦୋ ହଂସୋଁ କା ଜୋଡ଼ା
  • ବାଘି
  • ବନ୍ଦ ଦରୱାଜା
  • ଯାନେ ଦୋ
  • ତେଜା
  • ଭ୍ରଷ୍ଟାଚାର
  • ମେରି ଜବାନ୍
  • ସାୟା
  • ଜଖ୍‌ମି ଔରତ୍
  • ମହାବୀରା
  • ତମାଚା
  • ପରିବାର୍
  • ଅସଲି ନକ୍‌ଲି
  • ମେରି ଜଙ୍ଗ୍
  • ସ୍ୱାମୀ ଦାଦା
  • ଲଭ୍ ଷ୍ଟୋରୀ
  • ଦୂଷ୍‌ରା ଆଦମି

ଆଧାର ସମ୍ପାଦନା

  1. "Artist's profile on Times of India website". Archived from the original on 1 March 2020. Retrieved 20 May 2019.
  2. "Ajoy Biswas". Archived from the original on 2 April 2017. Retrieved 11 January 2017.
  3. "Sajid Khan's starry affair in Himmatwala". Hindustan Times. 9 March 2013. Archived from the original on 13 March 2013. Retrieved 22 March 2013.

ବାହାର ଲିଙ୍କ୍ ସମ୍ପାଦନା