୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ

୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନ ଜୁନ୍ ୨୦୨୪ କିମ୍ବା ତା'ପୂର୍ବରୁ ଅନୁଷ୍ଠିତ ହେବ ଏବଂ ରାଜ୍ୟର ସମସ୍ତ ୧୪୭ଜଣ ବିଧାନସଭାର ସଦସ୍ୟଚୟନ କରାଯିବ ।[୧][୨][୩]

୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନ
India
୨୦୧୯ ←
→ ୨୦୨୯

୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ
 
Leader ନବୀନ ପଟ୍ଟନାୟକ ଶରତ ପଟ୍ଟନାୟକ ଜୟନାରାୟଣ ମିଶ୍ର
Party ବିଜଦ କଂଗ୍ରେସ ଭାଜପା
Leader since ୧୯୯୬ ୨୦୨୨ ୨୦୨୧
Current seats ୧୧୪ ୨୨

ବିଧାନସଭା ନିର୍ବାଚନ ମଣ୍ଡଳୀ

Incumbent CM

ନବୀନ ପଟ୍ଟନାୟକ
ବିଜଦ

ପୃଷ୍ଠଭୂମି ସମ୍ପାଦନା

ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୨୪ରେ ଶେଷ ହେବାକୁ ଯାଉଛି।[୪] ଗତ ବିଧାନସଭା ନିର୍ବାଚନ ଏପ୍ରିଲ ୨୦୧୯ରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ, ବିଜୁ ଜନତା ଦଳ ରାଜ୍ୟ ସରକାର ଗଠନ କରିଥିଲା।[୫]

ଦଳ ଏବଂ ଗଠବନ୍ଧନ ସମ୍ପାଦନା

ଦଳ ପତାକା ଚିହ୍ନ ନେତା ଛବି ଆସନରୁ ଲଢ଼ିଥିଲେ
ବିଜୁ ଜନତା ଦଳ     ନବୀନ ପଟ୍ଟନାୟକ   ଅପ୍ରକାଶିତ
ଭାରତୀୟ ଜନତା ପାର୍ଟି     ଜୟନାରାୟଣ ମିଶ୍ର   ଅପ୍ରକାଶିତ
ଭାରତୀୟ ଜାତୀୟ କଂଗ୍ରେସ     ଶରତ ପଟ୍ଟନାୟକ   ଅପ୍ରକାଶିତ
ଭାରତୀୟ ସମାଜବାଦୀ ଦଳ (ମାକ୍ସବାଦୀ)     ଅଲି କିଶୋର ପଟ୍ଟନାୟକ   ଅପ୍ରକାଶିତ
ଭାରତୀୟ ସମାଜବାଦୀ ଦଳ     ଅଭୟ ସାହୁ   ଅପ୍ରକାଶିତ

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "BJP starts work for Mission 120 in 2024". The New Indian Express. Retrieved 2024-01-09.
  2. "Odisha Next Big State in BJP Conquer East Policy But It Must Manoeuvre Tricky Equation with Patnaik". News18 (in ଇଂରାଜୀ). 2021-05-04. Retrieved 2024-01-09.
  3. "BJP will form govt in Odisha in 2024, J P Nadda tells supporters". The Times of India. 2020-11-18. ISSN 0971-8257. Retrieved 2024-01-09.
  4. https://www.eci.gov.in/elections/term-of-houses/
  5. PTI (2019-05-29). "Naveen Patnaik takes oath as Odisha CM for fifth consecutive term". BusinessLine (in ଇଂରାଜୀ). Retrieved 2024-01-09.