ହେଲସିଙ୍କି ସାମ୍ବା କାର୍ନିଭାଲ
ହେଲସିଙ୍କି ସାମ୍ବା କାର୍ନିଭାଲ ଏକ ବାର୍ଷିକ ସାମ୍ବା କାର୍ନିଭାଲ ଯାହା ଫିନଲାଣ୍ଡର ରାଜଧାନୀ ହେଲସିଙ୍କିରେ 1991ରୁ ହେଇଆସୁଛି ।
![](http://upload.wikimedia.org/wikipedia/commons/thumb/8/84/Samba_in_cold_rain.jpg/220px-Samba_in_cold_rain.jpg)
![](http://upload.wikimedia.org/wikipedia/commons/thumb/9/9a/Imp%C3%A9rio_do_Papagaio_at_Helsinki_Samba_Carnaval_2014.jpg/220px-Imp%C3%A9rio_do_Papagaio_at_Helsinki_Samba_Carnaval_2014.jpg)
ଏହି କାର୍ନିଭାଲ ପ୍ରତିବର୍ଷ ମଇ ମାସର ପ୍ରଥମ ତୋ ମଧ୍ୟ ଯାଏ ସପ୍ତାହ ଶେଷରେ ହେଇଥାଏ । ଏହା ଫିନଲାଣ୍ଡର ଜାତୀୟ ଦିବସ ମେ ୧୨ ନିକଟ ସମୟରେ ହୁଏ । ଋଓ କାର୍ନିଭାଲ ପରି ଏହା ଜାନୁୟାରୀରୁ ମାର୍ଚ ମଧ୍ୟରେ ହେଇ ପାରେ ନାହିଁ , କାରଣ ସେହି ସମୟରେ ଫିନଲାଣ୍ଡରେ ତାପମାନ ଖୁବ କମ ରହି ବରଫପାତ ହେଇଥାଏ ।
ଇତିହାସ
ସମ୍ପାଦନାଏହି ଫେଷ୍ଟିଭାଲର ନିଜର କଉଣଶି ଏଇତିହାସିକ ପୃଷ୍ଠଭୂମି ନାହିଁ । ତେବେ ଏହା ବ୍ରାଜିଲ ଦେଶର ଋଓ ସହରରେ ହଉଥିବା ସମପରକାର ଉତ୍ଶାବଦ୍ୱାରା ପ୍ରେରିତ । ୨୦୦୭ ମସିହାରେ ଫିନଲାଣ୍ଡର ରାଷ୍ଟ୍ରପତି ତରଜା ହାଲୋନେନ ସେହି ଉତ୍ସବରେ ଭାଗନେଇଥିଲେ । ଏହି ଫେଷ୍ଟିଭାଲ ଫିନ୍ନିସ ସମ୍ବା ସ୍କୁଲ ଆସୋସିଏସନଦ୍ୱାରା ସଂଗଠିତ ହେଇଥାଏ ।
ଗ୍ୟାଲେରି
ସମ୍ପାଦନା-
Samba wagon from Império do Papagaio at Helsinki Samba Carnaval 2016
-
Egyptian mummy samba dancers from União da Roseira at Helsinki Samba Carnaval 2016
-
Sambic at Helsinki Samba Carnaval 2016
-
Golden samba dancers from Samba Carioca at Helsinki Samba Carnaval 2016