ହାୱଡା ମୁମ୍ବାଇ ମେଲ

ହାୱଡା ମୁମ୍ବାଇ ମେଲ ଭାରତୀୟ ରେଳବାଇ ର  ଏକ  ସୁପରଫାଷ୍ଟ  ଟ୍ରେନ। ଏହା ଦକ୍ଷିଣ ପୂର୍ବ  ରେଳବାଇ ଡିଭିଜନ ଅଧୀନ ରେ  ହାୱଡା  ଜଙ୍କସନରୁ ମୁମ୍ବାଇ  ଛତ୍ରପତି  ଶିବାଜୀ ଟର୍ମିନସ ଯାଏ  ଚଳାଚଳ  କରିଥାଏ ।

Howrah Mumbai Mail
Overview
Service typeSuperfast
Current operator(s)South Eastern Railways
Route
StartHowrah Junction
Stops42 as Howrah Mumbai Mail, 44 as Mumbai Howrah Mail
EndMumbai CST
Distance travelled1,968 km (1,223 mi)
Service frequencyDaily
On-board services
Class(es)AC 1st Class, AC 2 tier, AC 3 tier, Sleeper Class, Second Class seating
Seating arrangementsYes
Sleeping arrangementsYes
Catering facilitiesPantry Car attached
Observation facilitiesHas RMS facility
Technical
Rolling stockStandard Indian Railway coaches
Track gauge
Operating speed110 km/h (68 mph) maximum
59.26 km/h (37 mph), including halts

Coaches ସମ୍ପାଦନା

ଏଥିରେ 1 ଟି  AC ପ୍ରଥମ ଶ୍ରେଣୀ ସହ AC 2 ଟାଇର 2ଟି , AC 3 ଟାଇର 3ଟି ସହ 13ଟି ସ୍ଳିପର ଓ ଅନ୍ୟ ବଗି ଥାଏ । ଏହା ସହ ମେଲ ବଗି ଲାଗୁଥିବାରୁ ଏହା ମେଲର ମାନନ୍ୟତା ପାଇଥାଏ ।

 
ହାୱଡା ମୁମ୍ବାଇ ମେଲ  ସ୍ଳିପର  କୋଚ

Service ସମ୍ପାଦନା

ଏହି  ଟ୍ରେନ ସମୁଦାୟ 1968 କିଲୋମିଟର ଯାତ୍ରାପଥ ଯାଇଥାଏ । ଏହାକୁ ପହଞ୍ଚିବାକୁ 33 ଘଣ୍ଟା 15 ମିନିଟ ଲାଗିଥାଏ । ଏହାର ହାରାହାରି ବେଗ ଘଣ୍ଟା ପିଛା 59.34 କିଲୋମିଟର । ଏହି ଟ୍ରେନ ପିନ ସୁପରଫାଷ୍ଟ ଭାଡ ନିଆଯାଇଥାଏ ।

ରହଣି ସମ୍ପାଦନା

ଯାତ୍ରାପଥରେ ଏହା  ଖଡକପୁର,ବିଳାସପୁର , ନାଗପୁର ଜଙ୍କସନ , ଭୂଷାବଳ , ମନମାଦ, କଲ୍ୟାଣ ଆଦି ଷ୍ଟ୍ରେସନରେ ରହଣି କରେ ।  

 
Howrah Mumbai Mail - Sleeper Coach

ସମୟ  ସାରଣୀ ସମ୍ପାଦନା

12810  ନମ୍ବର  ହାୱଡା  ଟ୍ରେନ ପ୍ରତିଦିନ  ରାତି 8 . 15ରେ ଛାଡି  ତୃତୀୟ ଦିନ ସକାଳ 5. 25ରେ ମୁମ୍ବାଇ  ଅହଞ୍ଚେ । ସେପଟ ଟ୍ରେନ ରାତି 8. 35ରେ ମୁମ୍ବାଇ ଛାଡି ତୃତୀୟ ଦିନ ସକଳ 5.50ରେ ହାୱଡା ପହଞ୍ଚେ ।

ବାହାର ଲିଙ୍କ ସମ୍ପାଦନା

  • "Welcome to Indian Railway Passenger reservation Enquiry". indianrail.gov.in. Retrieved 30 ମଇ 2014.
  • "IRCTC Online Passenger Reservation System". irctc.co.in. Retrieved 30 ମଇ 2014.
  • "[IRFCA] Welcome to IRFCA.org, the home of IRFCA on the internet". irfca.org. Retrieved 30 ମଇ 2014.


ଆଧାର ସମ୍ପାଦନା

ଛାଞ୍ଚ:IndianTrains