ସୁରେନ୍ଦ୍ର ପାଟଯୋଶୀ

ଓଡ଼ିଆ ରାଜନୀତିଜ୍ଞ

ସୁରେନ୍ଦ୍ର ପାଟଯୋଶୀ (ଜନ୍ମ: ୫ ଅପ୍ରେଲ ୧୯୪୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁରେନ୍ଦ୍ର ପାଟଯୋଶୀ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ନିର୍ବାଚନ ମଣ୍ଡଳୀକୋକସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1941-04-05) ୫ ଅପ୍ରେଲ ୧୯୪୧ (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀସୌଭାଗ୍ୟ ମଞ୍ଜରୀ ପାଟଯୋଶୀ
ବାପା/ବୋଉପରମାନନ୍ଦ ପାଟଯୋଶୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁରେନ୍ଦ୍ର ପାଟଯୋଶୀ ୧୯୪୧ ମସିହାର ଅପ୍ରେଲ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପରମାନନ୍ଦ ପାଟଯୋଶୀ ଓ ପତ୍ନୀଙ୍କ ନାମ ସୌଭାଗ୍ୟ ମଞ୍ଜରୀ ପାଟଯୋଶୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସୁରେନ୍ଦ୍ର ପାଟଯୋଶୀ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Surendra Pattjoshi". odishaassembly.nic.in. Odisha Assembly. Retrieved 26 August 2022.