ସାଗୀର ଅହମଦ, ୧୯୩୦ ଦଶକରେ କଟକଠାରେ ଜନ୍ମିତ ଜଣେ ଜଣାଶୁଣା ସମାନ୍ତରାଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଶିକ୍ଷାବିତ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଧାରେ ଆଲୁଅ ଭାରତୀୟ ପାନୋରାମାକୁ ନିର୍ବାଚିତ ହୋଇଥିଲା । [୧]

ସାଗୀର ଅହମଦ
ମୃତ୍ୟୁ୨୭ ଫେବୃଆରୀ ୨୦୧୩
ଜାତୀୟତାଭାରତୀୟ
ଶିକ୍ଷାଡିପ୍ଲୋମା ନିର୍ଦ୍ଦେଶନା ୧୯୬୮
ଶିକ୍ଷାନୁଷ୍ଠାନଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ପ୍ରସିଦ୍ଧିଚଳଚ୍ଚିତ୍ର ନିର୍ଦ୍ଦେଶକ

ସାଗୀର ଅହମଦ, ପିଲାଦିନରୁ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ଥିଲେ । ସେ, ୧୯୬୮ ମସିହାରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା ହାସଲ କରିଥିଲେ । [୨]

ସାଗୀର ଅହମଦଙ୍କର ୨୦୧୩ ମସିହା ଫେବୃଆରୀ ୨୭ତାରିଖରେ ଦେହାନ୍ତ ହୋଇଥିଲା ।

ଓଡ଼ିଆ କଥାଚିତ୍ରକୁ ଅବଦାନ ସମ୍ପାଦନା

  • ଧାରେ ଆଲୁଅ - ୧୯୮୩[୩]
  • ଅଭିଶପ୍ତ - ୧୯୭୧(ଅସମ୍ପୂର୍ଣ୍ଣ)
  • କିଏ ତୋଳିବ ଇନ୍ଦ୍ରଧନୁ - ୧୯୭୯(ଅସମ୍ପୂର୍ଣ୍ଣ)
  • ପରାଗପରେ (ଅସମ୍ପୂର୍ଣ୍ଣ)[୪]

ଆଧାର ସମ୍ପାଦନା

  1. http://www.newindianexpress.com/states/odisha/Odia-entries-in-Indian-Panorama/2013/10/19/article1844041.ece[permanent dead link]
  2. "Sagir Ahmed passed away". IncredibleOrissa. Retrieved 17 April 2015.
  3. http://www.thehindu.com/todays-paper/tp-national/tp-otherstates/treat-in-store-for-film-buffs/article1695822.ece
  4. http://dff.nic.in/synopsis.asp

ଅଧିକ ତଥ୍ୟ ସମ୍ପାଦନା