ସତ୍ୟ ପଟ୍ଟନାୟକ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ସତ୍ୟ ପଟ୍ଟନାୟକ ଜଣେ ଓଡ଼ିଆ ଗୀତିକବି । ୨୦୧୨ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଚିତ୍ରମେଘର ଚିଠି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସତ୍ୟ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନସତ୍ୟ ପଟ୍ଟନାୟକ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଚିତ୍ରମେଘର ଚିଠି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨[୧]

ରଚନାବଳୀ ସମ୍ପାଦନା

  • ଚିତ୍ରମେଘର ଚିଠି (ଗୀତିକବିତା)[୨]
  • ଗୀତରୁତୁର ଗାଁ
  • କାକଜ୍ୟୋତ୍ସ୍ନାର କାବ୍ୟ (୨୦୧୬)
  • ଓଡ଼ିଆ କବାବ୍ୟକବିତାରେ ପୁଷ୍ପତେଚନା
  • ପୁଷ୍ପ ସମ୍ପ୍ରିତି (୧୯୯୫)

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "୨୦୦୯, ୨୦୧୦, ୨୦୧୧ ମସିହାରେ ପ୍ରକାଶିତ ୨୦୧୨ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକାବଳୀ ଓ ଲେଖକବୃନ୍ଦ" (PDF). ସୂଚନା ଓଡ଼ିଶା ୨୦୧୮: ୧୩୭. 2018. Retrieved 28 July 2022.