ଶାଜାପୁର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Shajapur | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Shajapur |
Founded by | Shahjahan |
Named for | shahjahan |
Elevation | 443 m (1,453 ft) |
Population (2001) | |
• Total | ୫୦,୦୮୬ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
Website | http://www.shajapur.nic.in/ |
ଶାଜାପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଶଜପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ଶାଜାପୁର ୨୩.୪୨୬୯ ଉତ୍ତର ଅକ୍ଷାଂଶ ଓ ୭୬.୨୭୭୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶାଜାପୁର ସହରର ମୋଟ ଜନସଂଖ୍ୟା ୩୧୨୦୨ ଅଟେ ।[୨] ସେଥି ମଧ୍ୟରୁ ୫୧.୯୧% ଜଣ ପରୁଷ ହୋଇଥିବା ବେଳେ ୪୮.୦୯% ଜଣ ନାରୀ ଅଟନ୍ତି । ଶାଜାପୁରର ସାକ୍ଷରତା ହାର ୬୬.୭୨% ଅଟେ । ଏହା ଜାତୀୟ ହାରଠାରୁ ୧.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୬% ପ୍ରତିଶତ ପୁରୁଷ ଓ ୨୭.୮୬% ନାରୀ ଅଟନ୍ତି । ୧୫.୭୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ଶାଜାପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.