ଶଶୀ ଭୂଷଣ ମାରାଣ୍ଡି

ଓଡ଼ିଆ ରାଜନୀତିଜ୍ଞ

ଶଶୀ ଭୂଷଣ ମାରାଣ୍ଡି (୨୩ ମାର୍ଚ୍ଚ ୧୯୪୧ - ୨୪ ଅଗଷ୍ଟ ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବହଳଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଶଶୀ ଭୂଷଣ ମାରାଣ୍ଡି
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା,୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀବହଳଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-03-23)୨୩ ମାର୍ଚ୍ଚ ୧୯୪୧
ମୃତ୍ୟୁ୨୪ ଅଗଷ୍ଟ ୨୦୧୩(2013-08-24) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଝାଡ଼ଖଣ୍ଡ ପାର୍ଟି
ଜୀବନ ସାଥୀରୁକ୍ମଣୀ ମାରାଣ୍ଡି
ବାପା/ବୋଉମଙ୍ଗଳ ମାରାଣ୍ଡି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଶଶୀ ଭୂଷଣ ମାରାଣ୍ଡି ୧୯୪୧ ମସିହାର ମାର୍ଚ୍ଚ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଙ୍ଗଳ ମାରାଣ୍ଡି ଓ ପତ୍ନୀଙ୍କ ନାମ ରୁକ୍ମଣୀ ମାରାଣ୍ଡି ।[୧]

ରାଜନୈତିକ ଜୀବନ ସମ୍ପାଦନା

ଶଶୀ ଭୂଷଣ ମାରାଣ୍ଡି ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଶଶୀ ଭୂଷଣ ମାରାଣ୍ଡି ୨୦୧୩ ମସିହାର ଅଗଷ୍ଟ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Sashi Bhusan Marandi". odishaassembly.nic.in. Odisha Assembly. Retrieved 27 September 2022.