ଲିଚୁ (ଇଂରେଜୀରେ LYCHEE, ) ଏକ ବେରୀ ଜାତୀୟ ଫଳ । ଏହା ସୁସ୍ୱାଦୁ ହେବା ସହ ଅତ୍ୟନ୍ତ ଭିଟାମିନ ଯୁକ୍ତ ଫଳ ଯାହା ସିଧା ସଳଖ ଖାଇ ହେବା ସହ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର ହୁଏ । 

ଲିଚୁ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Sapindales
କୁଳ: Sapindaceae
ଉପକୁଳ: Sapindoideae
ପ୍ରଜାତି: Litchi
Sonn.
ଜାତି: L. chinensis
ବାଇନୋମିଆଲ ନାମ
Litchi chinensis

ଲିଚୁ ଗଛ  ସାଧାରଣତ ଉଷ୍ମ ବା ନାତିଶୀତଳ ଜଳବାଯୁ ଅଞ୍ଚଳ ତଥା ଚୀନ , ଫିଜି ଦ୍ୱୀପପୁଞ୍ଜରେ ବହୁଳ ପରିମାଣରେ ହେଉଥିଲେ ହେଁ ଏବେ ପୃଥିବୀର ଅନେକ ଅଞ୍ଚଳରେ ଚାଷ ହିସାବରେ କରାଯାଏ । ଲିଚୁ ଫଳର ଧଳା ଅଂଶର ସ୍ୱାଦ ଓ ସୁଗନ୍ଧ ଅତ୍ୟନ୍ତ ଆକର୍ଷକ ହେଇଥିବାରୁ ଏହାର ଆଦର ସବୁ ଜାଗାରେ ହେଇଥାଏ । 

ଲିଚୁ ବୃକ୍ଷ୍ୟ  ଲିଚୁ ଗଛଗୁଡ଼ିକ ୩୩ ଫୁଟରୁ ୯୨ ଫୁଟ ପର୍ଯ୍ୟନ୍ତ ଉତ୍ଚ ହେଇଥାଏ । ଲିଚୁ ଫଳଗୁଡ଼ିକ ୫ ସେଣ୍ଟିମିଟର ଆକାରରେ ହେଇଥାଏ ଏବଂ ଏଥିର ବାହାର ଆବରଣ ମସୃଣ ହେଇଥାଏ । ଏହି ଆବରଣକୁ ଖଳି ଦେଲେ ତାହା ତଳେ ନରମ ଧଳା ରଙ୍ଗର ଲିଚୁ ଥାଏ । ତାହା ମଝିରେ  ଗାଢ ବାଦାମି ରଙ୍ଗର ବଡ଼ ଆକାରର ମଞ୍ଜି ଥାଏ ।  

ପୃଥିବୀରେ ଚୀନ ଦେଶରେ ସବୁଠୁ ବେଶୀ ପରିମାଣର ଲିଚୁ ଉପନ୍ନ ହାଉଥିବା ବେଳେ ତାହା ପଛକୁ ଭାରତରେ ଦ୍ୱିତୀୟ ସର୍ବାଧିକ ଲିଚୁ ଉତ୍ପାଦନ ହୁଏ । ଭାରତରେ ଉପାନ୍ନ ଲିଚୁ ମଧ୍ୟରୁ ୭୧% କେବଳ ବିହାର ରାଜ୍ୟରେ ହେଇଥାଏ । 

ବର୍ଗାକରଣ ସମ୍ପାଦନା

ଲିଚୁ ବା Litchi chinensisକୁ ଫ୍ରାଣ୍ସର ପ୍ରକୃତିବିଦst Pierre Sonnerat  ତାଙ୍କର ଭାରତ ଉପମହାଦେଶ ଭ୍ରମଣ ସମୟରେ ଲକ୍ଷ୍ୟ କରି ତାହା ଉପରେ ବିଷାଦ ଗବେଷଣା କରିଥିବାର ଜଣା ପଡେ । orientales et à la Chine, fait depuis 1774 jusqu'à 1781 (1782). । ସେ ତିନି ପ୍ରକାର ଲିଚୁ ଥିବାର ତାଙ୍କର ସନ୍ଦର୍ଭରେ ଉଲ୍ଲେଖ କରିଛନ୍ତି । 

Description ସମ୍ପାଦନା

 
ପାନାମା ସହରରେ ଲିଚୁ ବୃକ୍ଷ
 
ଲିଚୁ ଫୁଲ 

ଲିଚୁ ଫଳ ପ୍ରାୟ ୮୦ରୁ ୧୧୨ ଦିନରେ ପାକଳ ହେଇଥାଏ । ଲିଚୁ ଫଳ ଗୋଲାକାରରୁ ହୃଦୟାକାର ମଧ୍ୟ ହେଇଥାଏ । ଏହା ପାକଲା ଅବସ୍ଥାକୁ ଆସିଲେ ତାହାର ଖୋଳ ଲାଲ ବା ନାରଙ୍ଗି ରଙ୍ଗ ଧାରଣ କରିଥାଏ । 

ଇତିହାସ  ସମ୍ପାଦନା

 
୧୬୫୭ର ଏକ ଅଙ୍କିତ  ଚିତ୍ରରେ ଲିଚୁ ଗଛ 

ପୂର୍ବରୁ ଅରଣ୍ୟରେ ହାଉଥିବା ଲିଚୁ , ପରେ ବହୁଳ ଭାବରେ ଚାଷ କରାଗଲା । ଚୀନ , ମାଲେସିଆ, ଉତ୍ତର ଭିଏତନାମ ଇତ୍ୟାଦି ଅଞ୍ଚଳରେ ଲିଚୁ ଚାଷ ହୁଏ । ଇତିହାସ ତଥ୍ୟ ଅନୁସାରେ ପ୍ରଥମ ଶତାବ୍ଦୀ ସମୟରେ ମଧ୍ୟ ଚୀନ ଦେଶରୁ ଲିଚୁ ଉତ୍ପାଦନ ହେଇ ଜାହାଜ ଯୋଗେ ବିଭିନ୍ନ ଦେଶକୁ ରପ୍ତାନି ହଉଥିଲା ।

ପରିବ୍ରାଜକ Juan González de Mendoza  ତାଙ୍କର ଚୀନ ଭ୍ରମଣ କାହାଣୀରେ ଲିଚୁ ବିଷୟରେ ଉଲ୍ଲେଖ କରିଛନ୍ତି kingdom of China (1585; English translation 1588),  

ଲିଚୁ ଚାଷ ଓ ବ୍ୟବହାର  ସମ୍ପାଦନା

 
ଲିଚୁ ମଞ୍ଜିରୁ ଚାରା ବାହାରୁଥିବା ଚିତ୍ର 

Taxonomy ସମ୍ପାଦନା

 
ମରିସସରେ ଲିଚୁ ବଗିଚା 
 
ଚୀନର ଲିଚୁ 

Description ସମ୍ପାଦନା

ଆଧାର ସବୁ  ସମ୍ପାଦନା

  1. "Litchi chinensis Sonn". Germplasm Resources Information Network. United States Department of Agriculture. 1995-10-17. Retrieved 2010-01-19.

ପୁନଶ୍ଚ ପଠନ  ସମ୍ପାଦନା

  • Boning, Charles R. (2006). "Lychee". Florida's Best Fruiting Plants: Native and Exotic Trees, Shrubs, and Vines. Sarasota, Florida: Pineapple Press, Inc. pp. 130–133.
  • Hui, Y. H. (2008). "Lychee". Handbook of Fruits and Fruit Processing. New Delhi: Wiley India. pp. 606–611. ISBN 978-81-265-1788-6.
  • Kadam, S. S.; S. S. Deshpande (1995). "Lychee". In D. K. Salunkhe and S. S. Kadam (ed.). Handbook of fruit science and technology: production, composition, storage, and processing. New York: M. Dekker. pp. 435–443. ISBN 978-0-8247-9643-3. CS1 maint: Uses editors parameter (link)
  • Rosengarten, Frederic (2004). "Litchi 'Nuts'". The book of edible nuts. New York: Dover Publications. pp. 299–300. ISBN 978-0-486-43499-5.

ବାହାର ଲିଙ୍କ  ସମ୍ପାଦନା