ଲିଙ୍ଗରାଜ ମନ୍ଦିର ରୋଡ଼ ରେଳଷ୍ଟେସନ

ଲିଙ୍ଗରାଜ ମନ୍ଦିର ରୋଡ଼ ରେଳଷ୍ଟେସନ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ରେଳ ଷ୍ଟେସନ । ଏଠାରେ ପ୍ୟାସେଞ୍ଜର ଓ ସାଧାରଣ ରେଳଗାଡ଼ି ସବୁ ରହିଥାଏ ଏବଂ ଏକ୍ସପ୍ରେସ ଟ୍ରେନ ସବୁ ରହି ନଥାଏ ।

ଲିଙ୍ଗରାଜ ମନ୍ଦିର ରୋଡ଼
ଭାରତୀୟ ରେଳ ଷ୍ଟେସନ
Station statistics
Addressଏକାମ୍ର ମାର୍ଗ,ପଲାସପଲ୍ଲୀ, ଭୁବନେଶ୍ୱର
ଭାରତ
Coordinates20°14′06″N 85°48′57″E / 20.2350°N 85.8158°E / 20.2350; 85.8158
Elevation39m
Linesଖଡ଼ଗପୁର-ପୁରୀ
StructureStandard on ground
Platforms2?
Parkingନାହିଁ
Bicycle facilitiesନାହିଁ
Baggage checkନାହିଁ
Other information
Opened?
CodeLGTR
Division(s) ଖୋର୍ଦ୍ଧା ରୋଡ଼
Owned byଭାରତୀୟ ରେଳ
Operatorପୂର୍ବତଟ ରେଳ ବିଭାଗ
Station statusFunctioning
Location
Lingaraj Temple Road railway station is located in Odisha
Lingaraj Temple Road railway station
Lingaraj Temple Road railway station
Location in Odisha

ଇତିହାସ ସମ୍ପାଦନା

ଆଧାର ସମ୍ପାଦନା

ବାହାର ତଥ୍ୟ ସମ୍ପାଦନା

  Bhubaneswar travel guide from Wikivoyage