ଏହି ଲେଖାଟି ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ରକ୍ଷା ବିଭାଗ ବାବଦରେ

ପରିଚୟ ସମ୍ପାଦନା

ରକ୍ଷା ବିଭାଗ ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ବିଭାଗ।

ସ୍ଥାପନା ସମ୍ପାଦନା

କାର୍ଯ୍ୟ ସମ୍ପାଦନା

ସମେକିତ ରକ୍ଷା ଷ୍ଟାଫ (ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ) (IDS), ତିନି ସେନା ବାହିନୀ ଓ ଇଣ୍ଟର ସର୍ଭିସ ସଂଗଠନ ସହିତ ସମ୍ପର୍କ ରକ୍ଷା ଓ ରକ୍ଷା ବଜେଟ, ସ୍ଥାପନା କାର୍ଯ୍ୟାବଳୀ, ରକ୍ଷା ନୀତି, ସଂସଦ ସମ୍ବନ୍ଧୀୟ ମାମଲା, ଓ ସବୁ ପ୍ରକାରର ରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷା କରିବା ତଥା ଅନ୍ୟ ଦେଶମାନଙ୍କ ସହିତ ରକ୍ଷା ସମ୍ବନ୍ଧିତ ଗତିବିଧି ଆଦିରେ ସହଯୋଗ କରିବା।

ପ୍ରମୁଖ ସମ୍ପାଦନା

ରକ୍ଷା ସଚୀବ ରକ୍ଷା ବିଭାଗର ପ୍ରମୁଖ ରୂପେ କାର୍ଯ୍ୟ କରିଥାନ୍ତି ଓ ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଅନ୍ୟାନ୍ୟ ବିଭାଗମାନଙ୍କ ସହିତ ହେଉଥିବା ଗତିବିଧିର ସମନ୍ୱୟ ପାଇଁ ଉତ୍ତରଦାୟୀ ଅଟନ୍ତି।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

http://mod.nic.in/aboutus/welcome.html