ଯାଜପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଓଡିଶା ଲୋକସଭା ନିର୍ବାଚନ ମଣ୍ଡଳୀ

'ଯାଜପୁର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ବିଞ୍ଝାରପୁର
  2. ବରୀ
  3. ବଡ଼ଚଣା
  4. ଧର୍ମଶାଳା
  5. ଯାଜପୁର
  6. କୋରାଇ
  7. ସୁକିନ୍ଦା

ସାଂସଦ ସମ୍ପାଦନା

ଆଧାର ସମ୍ପାଦନା

  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-16.

ଆହୁରି ଦେଖନ୍ତୁ ସମ୍ପାଦନା