ମଣିଷର କାମକୁ ସହଜ କରୁଥିବା ବା ମଣିଷ କରି ପାରୁନଥିବା କାମକୁ କରୁଥିବା ବସ୍ତୁକୁ ଯନ୍ତ୍ର କୁହାଯାଏ‌। ଯନ୍ତ୍ର ସାଧାରଣତଃ ସ୍ଥିର କିମ୍ବା ଗତିଶୀଳ । ଗୋଟିଏ ସରଳ ଯନ୍ତ୍ର ସାଧାରଣତଃ କୌଣସି ବଳର ଦିଗ କିମ୍ବା ପରିମାଣକୁ ପରିବର୍ତ୍ତନ କରି କାମ କରିଥାଏ । ଗାଡ଼ି, କମ୍ପ୍ୟୁଟର, ଟେଲିଭିଜନ, ରେଡ଼ିଓ ପରି ଜଟିଳ ଯନ୍ତ୍ରମାନେ ଅନେକ ସରଳ ଯନ୍ତ୍ରର ସମାହାର ।

Bonsack's machine
James Albert Bonsack's cigarette rolling machine, invented in ୨୮୮୦ and patented in ୧୮୮୧.
Flint hand axe found in Winchester

ଆଗକୁ ପଢ଼ନ୍ତୁ ସମ୍ପାଦନା

  • Oberg, Erik; Franklin D. Jones, Holbrook L. Horton, and Henry H. Ryffel (2000). ed. Christopher J. McCauley, Riccardo Heald, and Muhammed Iqbal Hussain (ed.). Machinery's Handbook (26th edition ed.). New York: Industrial Press Inc. ISBN 0-8311-2635-3. {{cite book}}: |edition= has extra text (help); |editor= has generic name (help)CS1 maint: multiple names: authors list (link)
  • Reuleaux, Franz; (trans. and annotated by A. B. W. Kennedy) (1876). The Kinematics of Machinery. New York: reprinted by Dover (୧୯୬୩).
  • Uicker, J. J.; G. R. Pennock and J. E. Schigley (୨୦୦୩). Theory of Machines and Mechanisms. New York: Oxford University Press.