ମୋକ୍ଷ (ଓଡ଼ିଆ କଥାଚିତ୍ର)

୧୯୯୬ର ଓଡ଼ିଆ କଥାଚିତ୍ର

ମୋକ୍ଷ, ୧୯୯୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟଦେବ ମଲ୍ଲିକ, ପ୍ରମୋଦ ନାୟକ । ଗୌରୀ ଶଙ୍କର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ମଳୟ ରାୟଙ୍କ ସ‌ହ ମିଶି ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ମଳୟ ମିଶ୍ର ଓ ମଳୟ ରାୟ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସମ୍ପାଦନା କରିଥିଲେ । ଏହି କଥାଚିତ୍ରଟି ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୨]

ମୋକ୍ଷ
ନିର୍ଦ୍ଦେଶକଗୌରୀ ଶଙ୍କର ଦାସ
ମଳୟ ରାୟ
ପ୍ରଯୋଜକଜୟଦେବ ମଲ୍ଲିକ
ପ୍ରମୋଦ ନାୟକ
ସଂଳାପ(ସଂଳାପ):
କାହାଣୀଗୌରୀ ଶଙ୍କାର ଦାସ
କଳାକାରଚୌଧୁରୀ ଜୟପ୍ରକାଶ ଦାସ
ଦୁର୍ଗା ମହାପାତ୍ର
ପୃଥ୍ୱୀରାଜ ମିଶ୍ର
ବିଜୟିନୀ ମିଶ୍ର
ପୁଷ୍ପା ପଣ୍ଡା
ଜୟୀରାମ ସାମଲ
ସ୍ନେହାପ୍ରଭା ସାମନ୍ତରାୟ
ସଙ୍ଗୀତସୁମନ୍ତ ମହାନ୍ତି
ଚିତ୍ରଗ୍ରହଣମଳୟ ମିଶ୍ର
ମଳୟ ରାୟ
ସମ୍ପାଦକବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୧୯୯୬
ଦେଶ ଭାରତ
ଭାଷାଓଡ଼ିଆ

ଚୌଧୁରୀ ଜୟପ୍ରକାଶ ଦାସ, ଦୁର୍ଗା ମହାପାତ୍ର, ପୃଥ୍ୱୀରାଜ ମିଶ୍ର, ବିଜୟିନୀ ମିଶ୍ର, ପୁଷ୍ପା ପଣ୍ଡା, ଜୟୀରାମ ସାମଲ, ସ୍ନେହାପ୍ରଭା ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁମନ୍ତ ମହାନ୍ତି ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ମୋକ୍ଷ