ମୁସୁରୀ ଶାନ୍ତା ପାଙ୍ଗୀ

ଓଡ଼ିଆ ରାଜନେତା

ମୁସୁରୀ ଶାନ୍ତା ପାଙ୍ଗୀ (୧ ସେପ୍ଟେମ୍ବର ୧୯୧୦ - ୨୩ ମାର୍ଚ୍ଚ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୁସୁରୀ ଶାନ୍ତା ପାଙ୍ଗୀ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀମୁଳୁ ଶାନ୍ତା
ପର ଅଧିକାରୀଦିଶାରୀ ସାନୁ
ନିର୍ବାଚନ ମଣ୍ଡଳୀପଟ୍ଟାଙ୍ଗି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-09-01)୧ ସେପ୍ଟେମ୍ବର ୧୯୧୦
ମୃତ୍ୟୁ୨୩ ମାର୍ଚ୍ଚ ୧୯୯୯(1999-03-23) (ବୟସ ୮୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସିନ୍ଧୁ ଦେବୀ
ସନ୍ତାନ
ବାପା/ବୋଉକାଳିଆ ନାଇକୋ ପାଙ୍ଗୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ମୁସୁରୀ ଶାନ୍ତା ପାଙ୍ଗୀ ୧୯୧୦ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଳିଆ ନାଇକୋ ପାଙ୍ଗୀ ଓ ପତ୍ନୀଙ୍କ ନାମ ସିନ୍ଧୁ ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ମୁସୁରୀ ଶାନ୍ତା ପାଙ୍ଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ମୁସୁରୀ ଶାନ୍ତା ୧୯୯୯ ମସିହାର ମାର୍ଚ୍ଚ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Musuri Santa Pangi". odishaassembly.nic.in. Odisha Assembly. Retrieved 27 February 2022.