ମା (୨୦୧୮ ଓଡ଼ିଆ କଥାଚିତ୍ର)
୨୦୧୮ର ଓଡ଼ିଆ କଥାଚିତ୍ର
ମା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ବସ୍ତିଆ । ସୀମାଞ୍ଚଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏଥିସହିତ ସେ ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ମା | |
---|---|
ନିର୍ଦ୍ଦେଶକ | ସୀମାଞ୍ଚଳ ନାୟକ |
ପ୍ରଯୋଜକ | ସନ୍ତୋଷ କୁମାର ବସ୍ତିଆ |
ଚିତ୍ରନାଟ୍ୟ | ସୀମାଞ୍ଚଳ ନାୟକ |
କାହାଣୀ | ସୀମାଞ୍ଚଳ ନାୟକ |
କଳାକାର | ସୁରଜ ତ୍ରିପାଠୀ ସ୍ୱାତୀ ମନୋଜ ମିଶ୍ର ବ୍ରଜ ସିଂହ ସରୋଜ ଦାସ |
ସଙ୍ଗୀତ | ସୀମାଞ୍ଚଳ ନାୟକ |
ଚିତ୍ରଗ୍ରହଣ | ଅକ୍ଷୟ କୁମାର ନାୟକ |
ସମ୍ପାଦକ | ସରୋଜ ବାରିକ |
ମୁକ୍ତିଲାଭ ତାରିଖ | ୧୫ ଅକ୍ଟୋବର ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁରଜ ତ୍ରିପାଠୀ ଓ ସ୍ୱାତୀ । ମନୋଜ ମିଶ୍ର, ବ୍ରଜ ସିଂହ, ସରୋଜ ଦାସ, ଅଙ୍କୁଶ, ନିକି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ ସମ୍ପାଦନା
- ସୁରଜ ତ୍ରିପାଠୀ
- ସ୍ୱାତୀ
- ମନୋଜ ମିଶ୍ର
- ବ୍ରଜ ସିଂହ
- ସରୋଜ ଦାସ
- ଅଙ୍କୁଶ
- ନିକି
କାହାଣୀ ସମ୍ପାଦନା
ଗୀତ ଏବଂ ସଙ୍ଗୀତ ସମ୍ପାଦନା
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୀମାଞ୍ଚଳ ନାୟକ । ଗୀତିକାର ରୁଦ୍ର ପ୍ରତାପ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]
ଗୀତ ସମ୍ପାଦନା
କ୍ରମ | ଗୀତ | ସମୟ |
---|
ଆଧାର ସମ୍ପାଦନା
- ↑ ୧.୦ ୧.୧ ୧.୨ Sahoo, Lalit. "Maa". Odia Movie Database. odiamoviedb. Retrieved 27 October 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
ବାହାର ଆଧାର ସମ୍ପାଦନା
- ଇଣ୍ଟରନେଟ ମୁଭି ଡାଟାବେସରେ ମା