ମାଲ୍ପୁରା
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Malpura
Maldev | |
---|---|
city | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Tonk |
Elevation | 332 m (1,089 ft) |
Population (2001) | |
• Total | ୨୭,୨୪୨ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 304502
304502 |
ମାଲ୍ପୁରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ତୋଙ୍କ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ମାଲ୍ପୁରା ୨୬.୨୮୮୦ ଉତ୍ତର ଅକ୍ଷାଂଶ ଓ ୭୫.୩୭୫୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୭୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଲ୍ପୁରା ସହରର ମୋଟ ଜନସଂଖ୍ୟା ୨୭୨୪୨ ଅଟେ ।[୨] ସେଥି ମଧ୍ୟରୁ ୫୧.୬୦% ଜଣ ପରୁଷ ହୋଇଥିବା ବେଳେ ୪୮.୪୦% ଜଣ ନାରୀ ଅଟନ୍ତି । ମାଲ୍ପୁରାର ସାକ୍ଷରତା ହାର ୬୨.୧୦% ଅଟେ । ଏହା ଜାତୀୟ ହାରଠାରୁ ୨.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୬% ପ୍ରତିଶତ ପୁରୁଷ ଓ ୨୪.୪୪% ନାରୀ ଅଟନ୍ତି । ୧୬.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ମାଲ୍ପୁରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.