ମାଛମାନଙ୍କର ଛୋଟ ଛୋଟ ମଞ୍ଜିକୁ "'ମାଛ ବିହନ କୁହାଯାଏ । ଏହାକୁ ମସଲା ଦେଇ ଭଜା ଯାଏ ତରକାରୀରେ ପକେଇବା ପାଇଁ ଓ ମାଛ ବିହନ୍ନ ଝୋଳ ବନେଇବା ପାଇଁ।

ମାଛ ବିହନ ତରକାରି
ମାଛ ବିହନ ତରକାରି
ପରଷାSeafood curry
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନମଞ୍ଜି, ମାଛ, ମସଲା

ବିଶେଷ ଗୁଣ ସମ୍ପାଦନା

ଏହା ପ୍ରଭେଦମୂଳକ ବା ପ୍ରଭେଦ ପ୍ରଦର୍ଶକ ଖାଇବା ଯାହା ଓଡ଼ିଶାରେ ବର୍ଷା ଦିନେ ତଟ ବର୍ତ୍ତି ଜାଗାରେ ପ୍ରସ୍ତୁତ ହୁଏ । ମାଛ ମଞ୍ଜି ଗୁଡ଼ିକୁ ମାଛରୁ କାଢି ଭଲଭାବରେ ସଫା କରି କିଛି ମସଲା ସାଙ୍ଗେ ଡାଲି ଚକଟା ସହ ମିସେଇ ଛୋଟ ଛୋଟ ଗୁଳା କରି ଛଣା ଯାଇଥାଏ । ଛଣା ହେଲା ପରେ ଏହି ବିହନ୍ନ ଗୁଡ଼ିକୁ ତରକାରିରେ ମିଶେଇ ଦେଇ ଯାଇଥାଏ ।ଓଡ଼ିଶାରେ ବିଶେଷ କରି ଖଇଂଗା ଓ ଇଲିଶି ମାଛ ମଞ୍ଜିରେ ତରକାରି ତିଆରି ହୋଇଥାଏ ।

ପରିବେଶ ଉପରେ ପ୍ରଭାବ ସମ୍ପାଦନା

ମାଛ ମଞ୍ଜିର ବେଶି ଖାଦ୍ୟ ଯୋଗୁ ଏବେ ମାଛ ଜାତିର ସଂଖ୍ୟା କମିବାରେ ଲାଗୁଛି ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା