ମହିନ୍ଦ୍ରପୁର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ମହିନ୍ଦ୍ରପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଢେଙ୍କାନାଳ |
ପଞ୍ଚାୟତ ସମିତି | ଓଡାପଡା |
ଗ୍ରାମ ପଞ୍ଚାୟତ | ଗଦାଶୀଳା |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୯୦୨୫[୧] |
Area code | +୦୬୭୬୨ |
ଯାନବାହାନ ପଞ୍ଚୀକରଣ | OR/06 |
ମହିନ୍ଦ୍ରପୁର ଗାଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ସଦର ଥାନା ଅଧୀନରେ ଥିବା ଏକ ଗାଆଁ |
ଗମନାଗମନ ସମ୍ପାଦନା
ଏହା ଢେଙ୍କାନାଳ ନିକଟରେ ଅବସ୍ଥିତ । ଏହା ଢେଙ୍କାନାଳଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା ସମ୍ପାଦନା
ଶିକ୍ଷା ସମ୍ପାଦନା
ସ୍କୁଲ ସମ୍ପାଦନା
ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ହାଇସ୍କୁଲ ଅଛି ।
ଅନ୍ୟାନ୍ୟ ସମ୍ପାଦନା
ପର୍ଯ୍ୟଟନ ସମ୍ପାଦନା
ଏହିଏ ଗାଆଁଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଓ ଜେନାମଣୀଙ୍କ ମନ୍ଦିର ଅଛି । ଏଠାରେ ଚନ୍ଦ୍ରସେଖର ଗ୍ରମଦେବତା ଭାବରେ ଓ ଜେନାମଣୀ ଗ୍ରମଦେବୀ ଭାବରେ ପୁଜା ପାଆନ୍ତି । ଏଠାରେ ପ୍ରତିବର୍ଷ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ ।