ମହମ୍ମଦ ବିନ କାସିମ ହେଉଛନ୍ତି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଭାରତର ପ୍ରଥମ ମୁସଲମାନ ଆକ୍ରମଣକାରୀ। ଏ ଖ୍ରୀଷ୍ଟାବ୍ଦ ୭୧୧ରେ ଭାରତ ଆକ୍ରମଣ କରି ସିନ୍ଧୁର ରାଜା ଦହିରଙ୍କୁ ପରାସ୍ତ କରି ଆଲୋର ଓ ବ୍ରହ୍ମଣାବାଦ ଆଦି ନଗରମାନ ଲୁଣ୍ଠନ କରି ସିନ୍ଧୁ ଅଧିକାର କଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କର ବଂଶଧରମାନେ ସୌବୀର ନାମକ କ୍ଷତ୍ରିୟମାନଙ୍କଦ୍ୱାରା ୭୬୦ ଖ୍ରୀଷ୍ଟାବ୍ଦରେ ଭାରତରୁ ବିତାଡ଼ିତ ହେଲେ। [୧]

ଇମାଦ-ଉଦ୍ଦିନ ମହମ୍ମଦ ବିନ କାସିମ ବିନ ୟୁସୁଫ ସକିଫି
‌ଯୁଦ୍ଧରେ ସେନାମାନଙ୍କ ନେତୃତ୍ୱ କରୁଥିବା ମହମ୍ମଦ ବିନ କାସିମ
Born୩୧ ଡିସେମ୍ବର ୬୯୫
ଆରବର ତାଇଫ
Died୧୮ ଜୁଲାଇ ୭୧୫

ସାମ୍ରାଜ୍ୟ ସମ୍ପାଦନା

ଆଧାର ସମ୍ପାଦନା

  1. "ମହମ୍ମଦ ଟୋଗଲକ". ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. Archived from the original on 2014-04-08. Retrieved 2013-01-26.

ବାହାର ଫଟୋ ସମ୍ପାଦନା