ଭାଷା ଲୋକାଲାଇଜେସନ

ଆଗରୁ ଏକ ଭାଷାକୁ ଅନୁଦିତ ହୋଇଥିବା ଏକ ଦେଶ ବା ଅଞ୍ଚଳର (ଲାଟିନ ଲୋକସ ଏବଂ ଇଂରାଜୀ ଲୋକାଲ; "ଏକ ଘଟଣା ଘଟୁଥିବା ସ୍ଥାନ କିମ୍ବା ଆଗରୁ ସୂଚିତ ସ୍ଥାନ) କୌଣସି ବସ୍ତୁକୁ ଗ୍ରହଣ କରିବାକୁ ଭାଷା ଲୋକାଲାଇଜେସନ[nb ୧]  କୁହାଯାଏ । [୧]  ବିଭିନ୍ନ ନିର୍ଦ୍ଦିଷ୍ଟ ବଜାରରେ ଥିବା ତଫାତ ନିମନ୍ତେ ଥିବା ଏକ ବିଶାଳ ବ୍ୟବସ୍ଥା ଇଣ୍ଟରନ୍ୟାସନାଲାଇଜେସନ ଏବଂ ଲୋକାଲାଇଜେସନର ବସ୍ତୁ/ଉତ୍ପାଦ ଅନୁବାଦ ଓ ଚଳଣିଗତ ଗ୍ରହଣ (ବିଭିନ୍ନ ଦେଶ, ଅଞ୍ଚଳ ଓ ଦଳ) ସକାଶେ ଏହା ଦ୍ୱିତୀୟ ସୋପାନ ।

ଭାଷା ଲୋକାଲାଇଜେସନ ଅନୁବାଦ କାମରୁ ଭିନ୍ନ କାରଣ ସ୍ଥାନୀୟ ଆବଶ୍ୟକତା ନିମନ୍ତେ ଉପଯୁକ୍ତ ହେବା ପାଇଁ ଏହା ଅନୁବାଦ ହେବାକୁ ଥିବା ଚଳଣିର ପୁଙ୍ଖାନୁପୁଙ୍ଖ ପଠନ କରିବାକୁ ପଡ଼ିଥାଏ । ଲୋକାଲାଇଜେସନ ନିଉମେରୋନିମ L10N (ଲେଖିବା ପ୍ରଣାଳୀ: "L", ତା'ପରେ ଦଶଟି ସଂଖ୍ୟା, ଏବଂ ଶେଷରେ "N")ଦ୍ୱାରା ସୂଚିତ ।

ସଫ୍ଟଓଏର, ଭିଡ଼ିଓଗେମ ଏବଂ ୱେବସାଇଟ ତଥା ଅଡ଼ିଓ/ଭଏସଓଭର, ଭିଡ଼ିଓ ଏବଂ ଅନ୍ୟାନ୍ୟ ମଲ୍ଟିମିଡ଼ିଆ ବିଷୟବସ୍ତୁ, ଏବଂ କମ ପରିମାଣରେ ଅନ୍ୟ କୌଣସି ଲିଖିତ ଅନୁବାଦ (ଯେଉଁଥିରେ ଚଳଣିଗତ ଗ୍ରହଣ ପ୍ରକ୍ରିୟାମାନ ଯୋଡ଼ା) ସକାଶେ ଚଳଣିଗତ ଗ୍ରହଣ ଓ ଅନୁବାଦ ନିମନ୍ତେ ଲୋକାଲାଇଜେସନ ପ୍ରକ୍ରିୟା ସମନ୍ଧିତ ।

ସାମଗ୍ରୀକ ପ୍ରକ୍ରିୟା: ଇଣ୍ଟରନ୍ୟାସନାଲାଇଜେସନ, ଗ୍ଲୋବାଲାଇଜେସନ ଏବଂ ଲୋକାଲାଇଜେସନ ସମ୍ପାଦନା

 
ଜଗତୀକରଣ (ଗ୍ଲୋବାଲାଇଜେନ) ପ୍ରକ୍ରିୟା
(LISA ୱେବସାଇଟରେ ଥିବା ଏକ ଚାର୍ଟରୁ ଆନୀତ ।)[୨]

ଟୀକା ସମ୍ପାଦନା

  1. The spelling "localization", a variant of "localisation", is the preferred spelling in the United States.

ଅଧିକ ପଠନ ସମ୍ପାଦନା

ଆଧାର ସମ୍ପାଦନା

  1. "locale". The New Oxford American Dictionary (2nd ed.). Oxford University Press. 2005.
  2. "What is Globalization?". LISA. Romainmôtier, Switzerland: Localization Industry Standards Association. Retrieved 6 September 2010.

ବାହାର ଲିଙ୍କ ସମ୍ପାଦନା