ଭାରତର କେନ୍ଦ୍ରୀୟ ବଜେଟ

ଭାରତର କେନ୍ଦ୍ରୀୟ ବଜେଟ ସମ୍ବିଧାନର ଧାରା ୧୧୨ ଅନୁଯାଇ ଭାରତର ବାର୍ଷିକ ବଜେଟ ଅଟେ ।[୧] ଭାରତ ସରକାର ଏହାକୁ ଫେବୃୟାରୀ ମାସର ପ୍ରଥମ ଦିନରେ ପ୍ରସ୍ତାବିତ କରିଥାନ୍ତି ଯାହାଦ୍ୱାରା ଆର୍ଥିକ ବର୍ଷ ଆରମ୍ଭ ହେବ ପୂର୍ବରୁ ଏହାକୁ ଲାଗୁ କରିବାକୁ ଯଥେଷ୍ଟ ସମୟ ମିଳିପାରିବ । ୨୦୧୬ ପର୍ଯ୍ୟନ୍ତ ଏହା ଫେବୃୟାରୀ ମାସର ଅନ୍ତିମ ତାରିଖରେ ଦେଶର ଅର୍ଥମନ୍ତ୍ରୀଙ୍କଦ୍ୱାରା ପ୍ରକାଶ କରାଯାଉଥିଲା । ଅର୍ଥମନ୍ତ୍ରୀଙ୍କଦ୍ୱାରା ଏହି ପ୍ରସ୍ତାବିତ ବଜେଟ ସଂସଦର ଉଭୟ କକ୍ଷରେ ଅନୁମୋଦନ ମିଳିଲା ପରେ ନୂତନ ଭାରତୀୟ ଆର୍ଥିକ ବର୍ଷ, ୧ ଏପ୍ରିଲଠାରୁ ବିଧିବଦ୍ଧ ଭାବରେ ଲାଗୁ କରାଯାଇଥାଏ ।

ବଜେଟ ଉପସ୍ଥାପନା ସଂଖ୍ୟା ସମ୍ପାଦନା

ସେପ୍ଟେମ୍ବର ୨୦୧୭ ସୁଦ୍ଧା ସର୍ବାଧିକଥର ବଜେଟ ଉପସ୍ଥାପନା ସଂଖ୍ୟା [୨]
କ୍ରମାଙ୍କ ନାମ ଥର
ମୋରାରଜୀ ଦେଶାଇ ୧୦
ପି ଚିଦାମ୍ବରମ
ପ୍ରଣବ ମୁଖାର୍ଜୀ
ୟଶବନ୍ତ ସିନ୍ହା

ୟଶବନ୍ତ ରାଓ ଚଭନ

ମନମୋହନ ସିଂହ

ଟି କୃଷ୍ଣମଚାରୀ


ଆଧାର ସମ୍ପାଦନା

  1. "Procedure in Financial Matters" (PDF). Ministry of Law and Justice (India). p. 24. Archived from the original (PDF) on 24 August 2015. Retrieved 1 March 2015.
  2. "Chidambaram is second only to Morarji Desai in presenting Budget". www.businesstoday.in. Retrieved 29 September 2017.

ବାହ୍ୟ ଆଧାର ସମ୍ପାଦନା